PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପୁରୁଷମାନେ ଏହି ୪ଟି ଜିନିଷ ନିଶ୍ଚୟ ସେବନ କରନ୍ତୁ, ଦୂର ହେବ ଦୁର୍ବଳତା

ସବୁ ପୁରୁଷ ଚାହାନ୍ତି କି ତାଙ୍କ ଶରୀର ସୁସ୍ଥ ଏବଂ ଶକ୍ତିଶାଳୀ ହେଉ। ଆଉ ସେଥିପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ବି ଜରୁରୀ। କିନ୍ତୁ ଆଜିକାଲିର ଜୀବନଶୈଳୀ ଭିତରେ ଖାଇବା ପିଇବାର ଭୁଲ ଆଦତ ଯୋଗୁଁ ବହୁତ ଲୋକ କମ ବୟସରୁ ହିଁ ଦୁର୍ବଳ ହୋଇପଡ଼ୁଛନ୍ତି।

ଯଦି ଆପଣ ବି ଦୁର୍ବଳତାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ଏମିତି କିଛି ଖାଦ୍ୟ ରହିଛି ଯାହାକୁ କେବେବି ଛାଡ଼ିବା ଉଚିତ୍ ନୁହେଁ। ଆଜି ଏହି ୪ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ସେବନ କରିବା ଦ୍ବାରା ବହୁତ ଲାଭ ହୋଇଥାଏ।

୧.ଅଣ୍ଡା: ଅଣ୍ଡାରେ କ୍ୟାଲସିୟମ, ସୋଡିୟମ୍, ପୋଟାସିୟମ୍, ଭିଟାମିନ୍-ଏ, ଭିଟାମିନ୍-ବି, ଭିଟାମିନ୍-ଇ ଥାଏ। ଯାହାକୁ ଖାଇବା ଦ୍ବାରା ପୁରୁଷଙ୍କ ଶରୀରରେ ଶକ୍ତି ଆସିଥାଏ। ଏଥିପାଇଁ ବହୁତ ପୁରୁଷ ଅଛନ୍ତି ପ୍ରତିଦିନ ସକାଳେ ଦୁଇଟି ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି।

୨.କ୍ଷୀର: କ୍ଷୀର ପିଇବା ଦ୍ବାରା ଭରପୁର ମାତ୍ରାରେ ପ୍ରୋଟିନ ଏବଂ କ୍ୟାଲସିୟମ ମିଳିଥାଏ। ଏହା ପିଇବା ଦ୍ବାରା ଦୁର୍ବଳରୁ ମୁକ୍ତି ପାଇପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଶୋଇବା ପୂର୍ବରୁ ଏକ ଗିଲାସ କ୍ଷୀର ପିଇବା ଜରୁରୀ ।

୩. କଦଳୀ: କଦଳୀ ଖାଇବା ଦ୍ବାରା ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ। ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ବାରା ବ୍ୟକ୍ତିର ଶରୀର କିଛି ଦିନ ମଧ୍ୟରେ ହୃଷ୍ଟପୃଷ୍ଟ ହେବାକୁ ଲାଗିଥାଏ।

୪. ଖଜୁରୀ: ଖଜୁରୀ ଖାଇବା ଦ୍ବାରା ଶରୀରକୁ ଭରପୁର ମାତ୍ରରେ ପୋଷକ ତତ୍ତ୍ବ ଏବଂ ଶକ୍ତି ମିଳିଥାଏ। ଯାହା ପୁରୁଷକୁ ଦୁର୍ବଳରୁ ମୁକ୍ତି ଦେଇଥାଏ। ପ୍ରତିଦିନ ଖଜୁରୀ ଖାଇବା ଜରୁରୀ। ବହୁତ ଲୋକ ଅଛନ୍ତି ପ୍ରାତଃ ଭୋଜନରେ କ୍ଷୀର ଏବଂ ଖଜୁରୀ ଖାଇବାକୁ ବେଶୀ ପସନ୍ଦ କରିଥାନ୍ତି।