PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଫିଲ୍ମ ଦୁନିଆ ଛାଡି ଏବେ ଏମିତି କାମ କରୁଛନ୍ତି ଏହି ଅଭିନେତ୍ରୀ, ରଣବୀର କପୁରଙ୍କ ଫିଲ୍ମରେ ହୋଇସାରିଛନ୍ତି ହିରୋଇନ୍

ମୁମ୍ବାଇ ୨୧/୭: ୨୦୦୫ରେ ଫିଲ୍ମ ‘ୟାହାଁ’ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ମିନିଷା ଲାମ୍ବା ସୋସିଆଲ ନେଟୱର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ବହୁତ ଆକ୍ଟିଭ୍ ରୁହନ୍ତି । ସେ ଏବେ ନିଜ ଲାଟେଷ୍ଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି । ତାଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ମିନୀଷା ଏବେ ଅଭିନୟ ଛାଡି କୌଣସି ଅନ୍ଯ କାମରେ ନିଜ କ୍ୟାରିୟର ବନାଇବା ପାଇଁ ଚାହୁଁଛନ୍ତି ।

ଏବେ ମିନୀଷା ପ୍ରଫେସନାଲ୍ ପୋକର ପ୍ଲେୟାର ବନିସାରିଛନ୍ତି । ନିକଟରେ ମୁମ୍ବାଇ ମିରରକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ ନିଜେ ଏହା ସ୍ୱୀକାର କହିଛନ୍ତି । ଅବଶ୍ଯ ତାଙ୍କୁ ୨୦୧୭ରେ ଫିଲ୍ମ ଭୂମିରେ ଦେଖିବାକୁ ମିଳିଥିଲା । ଏହା ପରେ ମିନୀଷା ନିଜ ବଲିଉଡ କ୍ୟାରିୟରରେ ବିରାମ ଲଗାଇଦେଇଛନ୍ତି । ମିନୀଷା  ଏବେ ତାଙ୍କର ସବୁ ଫୋକସ୍ ପୋକର ଉପରେ ରଖୁଛନ୍ତି । ଏଥିପାଇଁ ସେ ଏବେ କୌଣସି ଫିଲ୍ମ କରିବାକୁ ଚାହୁଁନାହାଁନ୍ତି । ସେ ୟଶରାଜଙ୍କ ଫିଲ୍ମ ‘ବଚନା ଏ ହସିନୋ’, ଏବଂ ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ଫିଲ୍ମ ‘ୱେଲଡନ୍ ଅବ୍ବା’ରେ ମଧ୍ୟ କାମ କରିଛନ୍ତି ।