PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ରାଉରକେଲା: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ପୋଲିସର ତଦନ୍ତ ଜାରି

ରାଉରକେଲା ୨୨/୭: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । ସୁନ୍ଦରଗଡ଼ ହେମଗିରି ଥାନା ଗୋପାଳପୁର ଗାଁ କଲୋନୀ ପଡାରେ ଘଟିଛି ଏହି ଘଟଣା । ଗତ ଶନିବାର ଦିନ ସକାଳ ୧୦ଟାରେ ଗାଁ ନିକଟ ନାଳକୁ ଶୌଚ ହେବାକୁ ଯାଇ ନାବଳିକା ଜଣକ ନିଖୋଜ ହୋଇଯାଇଥିଲେ । ଆଜି ଗାଁ ନିକଟ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ମିଳିଲା । ଦୁଷ୍କର୍ମ ପରେ ହତ୍ଯା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହେମଗିରି ପୋଲିସ ମୃତଦେହକୁ ଜବତ କରି ହେମଗିରି ଡାକ୍ତରଖାନାକୁ ପଠାଇଛି । ହେମଗିରି ହସ୍ପିଟାଲରେ ରଖାଯାଇଛି ମୃତଦେହ । ଆସନ୍ତା କାଲି ଶବ ବ୍ଯବଛେଦ ହେବ । ଏନେଇ ଅଧିକ ଖୋଳତାଡ କରୁଛି ପୋଲିସ ।

ସମ୍ବନ୍ଧିତ ଖବର