PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

୨୯ ତାରିଖରେ ଓଡ଼ିଶା ଆସିବେ ମୋଦି, ଜୟପୁରରୁ ଆରମ୍ଭ କରିବେ ପ୍ରଚାର

source:www.ndtv.com

ଭୁବନେଶ୍ୱର ୨୪/୩: ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ୨୯ ତାରିଖରେ ଓଡିଶା ଆସିବେ ନମୋ । ପୂର୍ବରୁ ମଧ୍ଯ ଏହା ଚର୍ଚ୍ଚା ହେଉଥିଲା ଯେ  ମୋଦି ଓଡିଶାରୁ ହିଁ ପ୍ରଚାର ଆରମ୍ଭ କରିବେ । ତେବେ ଆଉ ୫ ଦିନ ପରେ ଓଡିଶା ଆସି ପ୍ରଚାର ଆରମ୍ଭ କରିବେ ନମୋ ।

ମୋଦିଙ୍କ ପ୍ରଚାର ପାଇଁ ଜୟପୁରଠାରେ ପ୍ରଥମ ସମାବେଶର ଆୟୋଜନ କରାଯାଇଛି । ଦ୍ୱିତୀୟ ସମାବେଶ ଏପ୍ରିଲ୍ ୧ରେ କଳାହାଣ୍ଡିରେ ଆୟୋଜନ କରାଯିବ । ମୋଦିଙ୍କ ଗସ୍ତ ପୂର୍ବରୁ ୬ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ଯ ଓଡିଶାର ଆସିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ନେତା ରାଧାମୋହନ ସିଂହ, ଆରକେ ସିଂହ, ସଂଜୟ ପାଶୱାନ, ଜୟନ୍ତ ସିହ୍ନା ଓ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟର ବିଭିନ୍ନ ସ୍ଥାନରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ।

ସମ୍ବନ୍ଧିତ ଖବର