ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ବାହାନଗା ଟ୍ରେନ୍ ଟ୍ରାଜେଡି: ଦୁର୍ଘଟଣାସ୍ଥଳରୁ ମିଳିଛି ୫୦୦ରୁ ଅଧିକ ମୋବାଇଲ୍‌, ୨ ହଜାର ଲଗେଜ୍‌ ବ୍ୟାଗ୍‌

ଭୁବନେଶ୍ୱର,୦୪/୦୬: ବାହାନଗା ଦୁର୍ଘଟଣାସ୍ଥଳରୁ ପ୍ରାୟ ୫୦୦ରୁ ଅଧିକ ମୋବାଇଲ୍‌ ମିଳିଛି । ଯେଉଁଥିରୁ ଅଧିକାଂଶ ଭାଙ୍ଗିରୁଜି ଯାଇଛି । ପ୍ରାୟ ୧୫୦ଟି ମନି ପର୍ସ ଓ ଭ୍ୟାନିଟି ବି ପଡି଼ଥିଲା । ଏହାବାଦ୍‌ ୨ ହଜାର ପାଖାପାଖି ଲଗେଜ୍‌ ବ୍ୟାଗ୍‌ ବି ଦୁର୍ଘଟଣାସ୍ଥଳରୁ ମିଳିଛି ।

{"id":582679,"width":810,"height":648,"sizeSlug":"full","linkDestination":"none"}

ବାଲେଶ୍ୱର ଜିଲ୍ଲା ପୁଲିସ ଏସବୁ ସାମଗ୍ରୀକୁ ସଂରକ୍ଷିତ ରଖିଛି । ଦୁର୍ଘଟଣାସ୍ଥଳରୁ ଅନେକ ସାମଗ୍ରୀକୁ ସ୍ଥାନୀୟ ଲୋକମାନେ ସଂଗ୍ରହ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି ।

wp:embed {"url":"https://www.prameya.com/karamadala-drughatna-murat-deha-pahi-gala-ice-at-baleswar/","type":"wp-embed","providerNameSlug":"prameya"}
https://www.prameya.com/karamadala-drughatna-murat-deha-pahi-gala-ice-at-baleswar/
/wp:embed

ପୁଲିସ କହିଛି, ଅନେକ ସାମଗ୍ରୀର ମାଲିକ ଟ୍ରେନ୍‌ ଦୁର୍ଘଟଣାରେ ଆରପାରିକୁ ଚାଲି ଯାଇଛନ୍ତି । ସେମାନଙ୍କ ପରିବାରବର୍ଗକୁ ଏସବୁ ସାମଗ୍ରୀ ଫେରାଯିବ । ଏହାବାଦ୍‌ ଯେଉଁମାନେ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରୁଛନ୍ତି, ସେମାନେ ଯଥେଷ୍ଟ ପ୍ରମାଣ ଦେଖାଇଲେ ସାମଗ୍ରୀ ଫେରିପାରିବେ । ପୁଲିସ ପକ୍ଷରୁ ଏକ ଜିନିଷ ଫେରସ୍ତ ଓ ସଂଗ୍ରହ କାଉଣ୍ଟର ଖୋଲାଯାଇଛି । ଜଣେ ଇନ୍ସପେକ୍ଟର ର‌୍ୟାଙ୍କ ଅଧିକାରୀ ଏହାର ଦାୟିତ୍ୱରେ ଅଛନ୍ତି ।

wp:embed {"url":"https://www.prameya.com/newlyweds-donated-blood-to-the-victims-of-the-train-accident/","type":"wp-embed","providerNameSlug":"prameya"}
https://www.prameya.com/newlyweds-donated-blood-to-the-victims-of-the-train-accident/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.