PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ପାଟି ଦୁର୍ଗନ୍ଧ ହେଉଛି କି?

ସୁନ୍ଦର ସୁସ୍ଥ ଶରୀର ସମସ୍ତେ ଚାହାନ୍ତି । ଏହା ସହ ଶରୀର ଦୁର୍ଗନ୍ଧ କଲେ ସମସଙ୍କୁ ପାଖରେ ବସିବାକୁ ଖରାପ ଲାଗିଥାଏ । ଖାସ୍ କରି ପାଟି ଦୁର୍ଗନ୍ଧ କରେ । କାହା ସହ କଥା ହେବାକୁ ଖରାପ ଲାଗିଥାଏ । ଏଥିରୁ କିଭଳି ମୁକ୍ତି ପାଇବା ଆସନ୍ତୁ ଜାଣିବା:
. ପାନମଧୁରୀ ଓ ମିଶିରି ମିଶାଇ ଖାଇବା ଦ୍ୱାରା ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ । ମିଶିରି ଖାଇବା ଦ୍ୱାରା ପାଟିର ବ୍ୟାକ୍ଟେରିଆ ଦୂର ହୋଇଥାଏ ।
. ଗୋଟେ ଗ୍ଲାସ ପାଣିରେ ମିଣିରି ମିଶାଇ ପିଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୁଏ ।

. ଖାଦ୍ୟ ଖାଇସାରିବା ପରେ ପାନ ମଧୁରୀ ଖାଇଲେ ଭଲ ।
. ବାହାରକୁ ଯିବା ସମୟରେ ପାଟିରେ ଲବଙ୍ଗ ଜାକନ୍ତୁ । ପାଟି ଦୁର୍ଗନ୍ଧ ଦୂର ହୁଏ ।
. ରାତିରେ ଶୋଇବା ପୂର୍ବରୁ ବ୍ରଶ୍ କରି ଦିଅନ୍ତୁ ।