PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ଜୁଲାଇ ୫ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !
  • ||
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ମୁମ୍ବାଇ ଫୁଟ୍ ଓଭରବ୍ରିଜ୍ ଘଟଣା: କାହିଁକି ଭୁଶୁଡ଼ିଲା ସନ୍ଧ୍ୟା ସୁଦ୍ଧା ଜଣାଅ ବୋଲି କହିଲେ ମୁଖ୍ୟମନ୍ତ୍ରୀ ଫଡନବୀସ

ମୁମ୍ବାଇ ୧୫।୩: କେଉଁ କାରଣରୁ ମୁମ୍ବାଇ ପାଦଚଲା ପୋଲର ଡେକ୍ ଭୁଶୁଡ଼ି ପଡ଼ିଲା ତାହା ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜଣାଣ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କହିଛନ୍ତି। ଗୁରୁବାର ସନ୍ଧ୍ୟାରେ ଏହି ଘଟଣାରେ ୬ଜଣ ପ୍ରାଣ ହରାଇଛନ୍ତି ଓ ୩୪ଜଣରୁ ଅଧିକ ଆହତ ହୋଇଛନ୍ତି।

ଆଜି ସକାଳେ ଘଟଣାସ୍ଥଳରେ ଫଡ଼ନବୀସ ପଂହଞ୍ଚି ଏହା କହିଛନ୍ତି କି, ପୋଲ ଭାଙ୍ଗିବାର ପ୍ରାଥମିକ କାରଣ ସନ୍ଧ୍ୟା ସୁଦ୍ଧା ଜଣାଇବାକୁ ସେ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି। ଫଡ଼ନବୀସ ଆହତମାନଙ୍କୁ ଡାକ୍ତରଖାନୁ ଯାଇ ଭେଟିଥିଲେ। ଓ୍ବାର୍ଡରେ ପ୍ରାୟ ୧୦ଜଣ ଭର୍ତ୍ତି ହୋଇଛନ୍ତି। ଜଣେ ଆଇସିୟୁରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ସମସ୍ତେ ବିପଦମୁକ୍ତ। ଏହି ଘଟଣା ସମ୍ପର୍କରେ ଉଚ୍ଚସ୍ତରୀୟ ଯାଞ୍ଚ କରାଯାଉ ବୋଲି ଫଡ଼ନବୀସ କହିଛନ୍ତି।

ସମ୍ବନ୍ଧିତ ଖବର