PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ଫେବ୍ରୁଆରୀ ୧୫ରୁ ନନ୍ଦନକାନନରେ ଚାଲିବ ରୋପୱେ, ଜୀବଜନ୍ତୁଙ୍କୁ ଦେଖିବା ସହ ରୋପୱେ ମଜା ନେଇପାରିବେ ପର୍ଯ୍ୟଟକ

ବାରଙ୍ଗ,୨୬/୦୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏବେ ରୋପୱେର ମଜା ନେଇପାରିବେ । ଆସନ୍ତା ଫେବ୍ରୁଆରୀ ୧୫ ସୁଦ୍ଧା ଏହା ଚାଲିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ରୋପୱେର କାର୍ଯ୍ୟ କରୁଥିବା କମ୍ପାନି ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ନନ୍ଦନକାନନକୁ ହସ୍ତାନ୍ତର କରିବ । କମ୍ପାନି ପକ୍ଷରୁ ରୋପୱେର କାର୍ଯ୍ୟ ଜାନୁଆରୀ ମାସରୁ ଶେଷ ହୋଇଥିବା ବେଳେ କ୍ୟାବିନ୍‌ ଲଗାଯାଇ ପରୀକ୍ଷଣ କରାଯାଉଥିଲା ।

ପ୍ରଥମ ପର୍ଯ୍ୟାୟରେ ୪ଟି କ୍ୟାବିନ ଲଗାଯାଇ ପର୍ଯ୍ୟଟକ ବୁଲିବେ । ପରବର୍ତ୍ତୀ ୨ ଥରରେ ୪ଟି କରି ୮ଟି କ୍ୟାବିନ ଲଗାଯିବ । ଏଥିରେ ଏକ ଘଣ୍ଟା ମଧ୍ୟରେ ପ୍ରାୟ ୫ଶହରୁ ଅଧିକ ପର୍ଯ୍ୟଟକ ବୁଲିପାରିବାର କ୍ଷମତା ରହିଛି । ଦୁଇ ଉଦ୍ୟାନରେ ପର୍ଯ୍ୟଟକ ଏଥିରେ ବସିବାର ସୁବିଧା ରହିଛି । ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଓ ସେନସର ଯୁକ୍ତ । କୌଣସି ସ୍ଥାନରେ କିଛି ସମସ୍ୟା ଦେଖା ଦେଲେ ସଙ୍ଗେ ସଙ୍ଗେ ଏଥିରେ ଥିବା ବିଦ୍ୟୁତ ବନ୍ଦ ହୋଇଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର