PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

କୁନୋ ନ୍ୟାଶନାଲ ପାର୍କରେ ସାଧାରଣ ଲୋକେ କେବେ ଠୁ ଦେଖିପାରିବେ ଚିତା ? ଜାଣନ୍ତୁ କ’ଣ କହିଲେ ପିଏମ୍

ନୂଆଦିଲ୍ଲୀ, ୨୫/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି କି କୁନୋ ନ୍ୟାଶନାଲ ପାର୍କରେ ଚିତାକୁ ଦେଖିବା ଲାଗି ଟାସ୍କଫୋର୍ଟ ଗଠନ କରାଯାଇଛି । ଏହି ଟାସ୍କ ଫୋର୍ସ ଅନୁଶାସନ ଆଧାରରେ ନିର୍ମାଣ କରାଯାଇଛି । ଏହି ଫୋର୍ସ ନିଷ୍ପତ୍ତି ନେବ ସାଧାରଣ ଲୋକ ଚିତାକୁ କେବେ ଠାରୁ ଦେଖିପାରିବେ । ‘ ନିଜ ମନ କୀ ବାତ’ ର ୯୩ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି , ‘ଏକ ଟାସ୍କ ଫୋର୍ସ ପ୍ରସ୍ତୁତ କରାଯାଇଛି । ଏହି ଫୋର୍ସ ଚିତାଙ୍କ ଦେଖା ରଖା କରୁଛନ୍ତି ଏବଂ ଏହା ବି ଦେଖୁଛନ୍ତି ଏହି ଚିତା ନିଜକୁ କିପରି ଭାବେ ଏଠାରେ ଅନୁକୂଳ କରୁଛନ୍ତି । ଏହି ଆଧାରରେ କିଛି ମାସ ପରେ ନିଷ୍ପତ୍ତି ନିଆଯିବ ଏବଂ ଆପଣ ସମସ୍ତେ ଏହି ଚିତାଙ୍କୁ ଦେଖିପାରିବେ ।

ସେ କହିଛନ୍ତି କି, ଦେଶର ପ୍ରତି କୋଣରେ ଥିବା ଭାରତୀୟ ଚିତାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ଖୁସି ଅଛନ୍ତି । ସେମାନଙ୍କୁ ଗର୍ବ ଅନୁଭବ ହେଉଛି । ଏହା ଭାରତର ପ୍ରକୃତି ପ୍ରତି ପ୍ରେମ ।

ସମ୍ବନ୍ଧିତ ଖବର