ଭୁବନେଶ୍ବର ୨୦/୦୮: ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ। ଭଲ ଯତ୍ନ ନେଇଥିବାରୁ ସମ୍ ଅଲ୍ଟିମେଟ୍ ମେଡିକେୟାର ଷ୍ଟାଫ୍ ଙ୍କୁ ଦେଲେ ଧନ୍ୟବାଦ୍। ରାଜ୍ୟବାସୀ ଙ୍କୁ ବି ଧନ୍ୟବାଦ୍ ଦେଲେ। କହିଲେ ମୁଁ ଅସୁସ୍ଥ ଥିବା ବେଳେ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ ତାଙ୍କୁ ଧନ୍ୟବାଦ୍ ଦେଉଛି । ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ ଭଲ ଅଛି।

ଅଖିଳେଶ ଯାଦବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପ...