PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ହଟ୍ ଅନ୍ଦାଜରେ ନଜର ଆସିଲେ ନିକ୍କି, ସୋସିଆଲ ମିିଡିଆରେ ଫଟୋ ଭାଇରାଲ

ଲଣ୍ଡନ ପୂର୍ବତନ WWE ଷ୍ଟାର ତଥା ରେସ୍ଲିଂ ଷ୍ଟାର୍ ଜନ ସିନାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ନିକ୍କି ବେଲା ପ୍ରାୟତଃ ନିଜ ଲୁକ୍ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନିକଟରେ ପୁଣି ନିକ୍କିଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବହୁତ ବୋଲ୍ଡ ଲାଗୁଛନ୍ତି ।

ଏହି ଫଟୋରେ ୩୫ ବର୍ଷୀୟ ନିକ୍କି ଗ୍ରେ କଲର ଡ୍ରେସ୍  ସହିତ ବ୍ଲାକ୍ କଲର ସ୍କିନ୍ ଫିଟ୍ ପ୍ଯାଣ୍ଟରେ ନଜର ଆସିଥିଲେ । ଏଥିରେ ସେ ବହୁତ ଷ୍ଟାଇଲିସ୍ ଓ ହଟ୍ ଲାଗୁଛନ୍ତି । ଏହା ସହିତ ନ୍ୟୁଡ୍ ମେକଅପ, ହ୍ୱାଇଟ୍ ସ୍ନିକର୍ସ ଓ ପୋନିଟେଲ୍ ତାଙ୍କ ଲୁକକ ଅଧିକ ଆକର୍ଶକ ବନାଉଛି ।

ଫଟୋରେ ନିକ୍କି ବୋଲ୍ଡ ଅନ୍ଦାଜରେ କିଲର ଫିଗର ଦେଖାଉଥିବା ନଜର ଆସୁଛନ୍ତି । ନିକ୍କିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ଯାନ୍ସ ଏହାକୁ ବହୁତ ପସନ୍ଦ କରିଛନ୍ତି । ତାଙ୍କ ଏହି ଫଟୋ ଦେଖି ଲାଗୁଛି ଯେ ୱର୍କଆଉଟ୍ କରି ଆସିଛନ୍ତି ।

କହିରଖୁଛୁ ହଲିଉଡ ଆକ୍ଟର ତଥା ରେସ୍ଲିଂ ଷ୍ଟାର ଜନ୍ ସିନା ଓ ତାଙ୍କ ଗର୍ଲଫ୍ରେଣ୍ଡ ନିକ୍କି ବେଲା ପରସ୍ପରକୁ ୬ ବର୍ଷ ହେଲା ଡେଟ୍ କରିଆସୁଥିଲେ । ଶୁଣିବାକୁ ମିଳୁଥିଲା ଗତ ମେ ମାସରେ ଉଭୟ ବିବାହ ମଧ୍ଯ କରିଥାନ୍ତେ । କିନ୍ତୁ ବିବାହର ଠିକ୍ ୩ ସପ୍ତାହ ପୂର୍ବରୁ ଉଭୟଙ୍କ ବ୍ରେକଅପ ହୋଇଗଲା ।

ଉଭୟ ୨୦୧୨ରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ସେମାନଙ୍କୁ ଏପ୍ରିଲରେ ରେସଲମାନିଆରେ ଏକାଠି ଦେଖିବାକୁ ମିଳିଥିଲା । ଜନ୍ ସିନା ରିଂ ଭିତରେ ଆଣ୍ଠେଇକି ନିକ୍କିଙ୍କୁ ପ୍ରପୋଜ୍ କରିଥିଲେ ।

ସମ୍ବନ୍ଧିତ ଖବର