ଭୁବନେଶ୍ବର, ୨୦/୨ : ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୬-୨୭ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ ହୋଇଥିବାବେଳେ ୧୬ଟି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁଥିରେ ଫିଟ୍ ଓଡ଼ିଶା ଏବଂ ଡାଲଖାଇ ପ୍ରମୁଖ ରହିଛି ।

​​​​​​​

  • 1. ଭିଵି ଜି ରାମ ଜି – ୫୫୭୫ କୋଟି
  • 2. ସମୃଦ୍ଧ ଅଙ୍ଗନବାଡି ଯୋଜନା- ୬୩୫ କୋଟି
  • 3. ମଡେଲ ମଣ୍ଡି – ୧୦୦ କୋଟି
  • 4. ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
  • 5. ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ -୧୦୦ କୋଟି
  • 6. ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ -୨୪୦ କୋଟି
  • 7. ରେଆର ଆର୍ଥ କରିଡ଼ର - ୧୦ କୋଟି
  • 8. ଷ୍ଟେଟ ଇନ୍ଷ୍ଟିଟ ଅଫ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ
  • 9. ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି
  • 10. ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର
  • 11. ୱାର୍ଲଡ ଟୁରିଯିମ ସେଣ୍ଟର (ପୁରୀ )
  • 12. ଷ୍ଟେଟ ଏ ଆଇ ମିଶନ - ୨୩ କୋଟି
  • 13. ଟୁରିଯିମ ଲାଣ୍ଡ ବ୍ୟାଙ୍କ ସ୍କିମ - ୧୫୦କୋଟି
  • 14. ଡାଲଖାଇ – ୨୨୦କୋଟି
  • 15. ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ ୧୫ କୋଟି
  • 16. ଫିଟ ଓଡିଶା ମିଶନ - ୧୦ କୋଟି​​​​​​​​​​​​​​​​​​​​​