ଭୁବନେଶ୍ୱର, ୧୨/୦୮:  ଆଜି ଲୋକସେବା ଭବନରେ ବସିବ ସଚିବସ୍ତରୀୟ ବୈଠକ। ବିଭିନ୍ନ ବିଭାଗ ଏକାଧିକ ବିଷୟରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। କ୍ୟାବିନେଟ ବୈଠକ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବାରୁ କିଛି ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସେହିଭଳି ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ଅଧ୍ୟକ୍ଷତାରେ ବସିବ  କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ।  ଏହି ବୈଠକରେ ଆଇଟି ବିଭାଗର କିଛି  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ପ୍ରସ୍ତାବରେ ମୋହର  ବାଜିପାରେ ।