ଭୁବନେଶ୍ବର, ୧୨।୧୧ :  ବନ୍ଦ ଘରୁ ଗଳିତ ମୃତଦେହ ଉଦ୍ଧାର । ନୟାପଲ୍ଲୀ ଆରବିଆଇ କଲୋନୀ ରୁ ଉଦ୍ଧାର ହେଲା ମୃତଦେହ । ମୃତଦେହଟି ଜଣେ ବ୍ୟକ୍ତିଙ୍କ  ହୋଇଥିବା ବେଳେ ପଚି ସଢ଼ି ନଷ୍ଟ ହୋଇଯାଇଛି । ବନ୍ଦ ଘରୁ ଦୁର୍ଗନ୍ଧ ହେବା ପରେ ପଡୋଶୀ ପୋଲିସକୁ ଫୋନ କରି ଅବଗତ କରିଥିଲେ । ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ  ପହଞ୍ଚି ଘଟଣାର ତଦନ୍ତ କରୁଛି। ବ୍ୟକ୍ତି ଜଣକ ଏକୁଟିଆ ଘରେ ରହୁଥିଲେ।