ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

କୋଇଲା ବୋଝେଇ ଟ୍ରକ ଧକ୍କାରେ ସାଇକେଲ ଚାଳକ ମୃତ

Published By : Suraj Kumar | July 5, 2025 11:19 PM

ସୁନ୍ଦରଗଡ଼, ୫।୭ : ସୁନ୍ଦରଗଡ଼ ଲେଫ୍ରୀପଡା ଥାନା ଅନ୍ତର୍ଗତ ଅଅଁଳା ବାହାଲ ଗ୍ରାମ ଦେଇ ଯାଇଥିବା କୋଲକରିଡର ରାସ୍ତାରେ ଏକ କୋଇଲା ବୋଝେଇ ଟ୍ରକ ସାଇକେଲ ଆରୋହୀ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ସାଇକେଲ ଆରୋହୀ ମୃତ୍ୟୁ ଘଟିଛି। ସାଇକେଲ ଆରୋହୀ ଜଣକ ହେଲେ ସୁନ୍ଦରଗଡ଼ ନିକଟସ୍ଥ ଭୋଜପୁର ଗ୍ରାମର ରଜତ ପଟେଲ ।

ରଜତ ଅଅଁଳା ବାହାଲ ଗ୍ରାମ ରେ ରହି ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ଅଧିନରେ ସିକୁରିଟି ଭାବେ କୋଲ୍ କରିଡ଼ର ରାସ୍ତାରେ କାମ କରୁଥିଲେ। ସନ୍ଧ୍ୟାରେ ଘରୁ ସାଇକେଲରେ ଡିୟୁଟି କରିବା ପାଇଁ କୋଲ୍ କରିଡ଼ର ରାସ୍ତାରେ ଯାଉଥିବା ସମୟରେ କୋଇଲା ନେଇ ଆସୁଥିବା ଟ୍ରକ ପଛପଟୁ ରଜତ ଉପରେ ଚଢ଼ି ଯାଇଥିଲା। ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ କରିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.