PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ପାକିସ୍ତାନର ଲଢୁଆ ବିମାନ ମଧ୍ଯ ଉଡାଣ ଭରିଥିଲା କିନ୍ତୁ ଅଚାନକ ପଛକୁ ଫେରିଯାଇଥିଲା, ଜାଣନ୍ତୁ କାରଣ

source;zeenews.india.com

ନୁଆଦିଲ୍ଲୀ ୨୬/୨: ଭାରତୀୟ ବାୟୁସେନା ମଙ୍ଗଳବାର ପୁଲୱାମା ଆତଙ୍କୀ ହମଲାର ପ୍ରତିଶୋଧ ନେଇ ପିଓକେରେ ପଶି ଅନେକ ଆତଙ୍କୀ ଆଡ୍ଡାକୁ ଧ୍ୱସଂ କରିଛି । ବାୟୁସେନାର ମିରାଜ ୨୦୦୦ ପିଓକେରେ ପଶି ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପ ଉପରେ ୧୦୦୦ କିଲୋରୁ ଅଧିକ ବମ୍ ପକାଇଛି । ତେବେ ସୂଚନା ଅନୁସାରେ ଏହି ଅପରେସନକୁ ନେଇ ପାକିସ୍ତାନ ବାୟୁସେନା କିଛି ବିଳମ୍ବରେ ବୁଝିଲା ଯେ ଭାରତୀୟ ବାୟୁସେନା ବମ୍ ପକାଉଛି । ଏହାପରେ ପାକିସ୍ତାନର ଲଢୁଆ ବିମାନ ଏଫ-୧୬ ପ୍ରାରମ୍ଭରେ ଉଡାଣ ଭରିଥିଲା କିନ୍ତୁ ଭାରତୀୟ ବାୟୁସେନାର ଏତେ ସଂଖ୍ୟାର ବିମାନ ଦେଖି ଫେରି ଯାଇଥିଲା । କାରଣ ତାଙ୍କୁ ଏହା ଡର ଥିଲା ଯେ ଭାରତୀୟ ବାୟୁ ସେନା ତାଙ୍କ ବିମାନକୁ ତଳକୁ ଖସାଇଦେଇପାରେ ।

କହିରଖୁଛୁ ଭାରତୀୟ ବାୟୁସେନା ମଙ୍ଗଳବାର ପିଓକେରେ ଆକାଶମାର୍ଗରୁ ବୋମା ଖସାଇ ଆତଙ୍କୀ ସଙ୍ଗଠନ ଜୈଶର ଅନେକ ଶିବିର ନଷ୍ଟ କରିବା ସହିତ ୩୦୦ରୁ ଅଧିକ ଆତଙ୍କବାଦୀଙ୍କୁ ସଫା କରିଛି ।

ସମ୍ବନ୍ଧିତ ଖବର