PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଅଡ଼ୁଆରେ ବାବା ରାମଦେବ: ‘ପତଞ୍ଜଳି’ ଉପରେ ଲାଗିପାରେ ୩କୋଟିର ଜରିମାନା! ଜାଣନ୍ତୁ କାରଣ

ନୂଆଦିଲ୍ଲୀ ୨୨।୭: ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ‘ପତଞ୍ଜଳି’ ପୁଣି ବିବାଦରେ ଫସିଯାଇଛି। ୟୁନାଇଟେଡ଼ ଷ୍ଟେଟସ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ(ୟୁଏସଏଫଡିଏ)ର ରିପୋର୍ଟ ଅନୁସାରେ ପତଞ୍ଜଳି ଆୟୁର୍ବେଦ ନିଜର ଦୁଇ ଉତ୍ପାଦ ଵେଲ ସର୍ବତ ଓ ଗୁଲାବ ସର୍ବତକୁ ନେଇ ହୋଇଛି ବିବାହ। ତେବେ କୁହାଯାଇଛି ଯେ ପତଞ୍ଜଳିର ଭାରତରେ ବିକ୍ରି କରୁଥିବା ଉତ୍ପାଦ ଓ ରପ୍ତାନି କରାଯାଉଥିବା ଉତ୍ପାଦ ବାବଦରେ ଦିଆଯାଉଥିବା ତଥ୍ୟ ବାବଦରେ ତାଳମେଳ ରହୁନାହିଁ ।

ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ଏହି ଦୁଇଟି ସର୍ବତକୁ ଅଲଗା କହି ବିକ୍ରି କରାଯାଉଥିବାବେଳେ ଆମେରିକାରେ ଭିନ୍ନ ତଥ୍ୟ ଦେଇ ବିକ୍ରି କରାଯାଉଛି | ଯଦି ଆମେରିକାରେ ଭୁଲ ତଥ୍ୟ ଦେଇ ବିକ୍ରି କରାଯାଉଥାଏ, ତେବେ ୟୁଏସଏଫଡିଏ ଆମଦାନୀକୁ ବନ୍ଦ କରିଦେବା ସହ ଚେତାବନୀ ପତ୍ର ମଧ୍ୟ ଜାରି କରିପାରେ |

ଯଦି କୌଣସି ଉତ୍ପାଦ ବାବଦରେ ମାମଲା ରୁଜୁ କରାଯାଏ ତେବେ ସେହି କମ୍ପାନୀ ଉପରେ ୫ ଲକ୍ଷ ଆମେରିକା ଡଲାରର ଜରିମାନା ଲଗାଯିବା ସହ କମ୍ପାନୀ ଅଧିକାରୀଙ୍କୁ ତିନି ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିଥାଏ ।

ସମ୍ବନ୍ଧିତ ଖବର