ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କ୍ରେଡିଟ୍ କାର୍ଡରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍, ଏହି ଲୋକଙ୍କୁ ମିଳିବ ସୁବିଧା

Published By : Harapriya Biswal | February 1, 2025 6:17 PM

ନୂଆଦିଲ୍ଲୀ,୧।୨: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଆଗତ କରିଛନ୍ତି ୨୦୨୫-୨୫ ବଜେଟ୍। ଏହା ଅନୁସାରେ, ଲାଭାର୍ଥୀଙ୍କୁ ବ୍ୟାଙ୍କ ଓ ୟୁପିଆଇ ସହ ଜଡିତ କ୍ରେଡିଟ୍ କାର୍ଡ ଦିଆଯିବ। ଏହି କାର୍ଡ ଜରିଆରେ ଲୋନ୍‌ର ସୁବିଧା ମିଳିବ। ଏହି ଲୋନ୍‌ ଲିମିଟ୍ ୩୦ ହଜାର ଟଙ୍କା ହେବ। ଉଲ୍ଲେଖନୀୟ ଯେ, ପିଏମ୍ ଷ୍ଟ୍ରୀଡ୍ ଭେଣ୍ଡର ଆତ୍ମନିର୍ଭର ନିଧି(ପିଏମ୍-ସ୍ବନିଧି) ଯୋଜନାରେ ଷ୍ଟ୍ରିଟ୍ ଭେଣ୍ଡର ବା ଉଠା ଦୋକାନୀଙ୍କୁ ଋଣ ଦେବା ନେଇ ଏକ ସ୍ବତନ୍ତ୍ର ସୁବିଧା ରହିଛି।

ବଜେଟ୍ ଉପସ୍ଥାପନ ବେଳେ ସୀତାରମଣ କହିଛନ୍ତି, ଏହି ଯୋଜନା ଦ୍ବାରା ଷ୍ଟ୍ରୀଟ୍ ଭେଣ୍ଡରଙ୍କୁ ଅଧିକ ସୁବିଧା ମିଳିଛି। ଅଧିକ ସୁଧ ଦେବାରୁ ମିଳିଛି ବଶ୍ବସ୍ଥି। ଏହାଦ୍ବାରା ୬୮ ଲକ୍ଷରୁ ଅଧିକ ଷ୍ଟ୍ରୀଟ୍ ଭେଣ୍ଡରଙ୍କୁ ଲାଭ ମିଳିଛି। ଏବେ ଏହି ସଫଳତା ଆଧାରରେ ଯୋଜନାକୁ ନୂଆ ରୂପ ଦିଆଯିବ। ବ୍ୟାଙ୍କ ଓ ୟୁପିଆଇ ଦ୍ବାରା ଜଡିତ କ୍ରେଡିଟ୍ କାର୍ଡରୁ ଋଣ ସୀମାକୁ ବଢାଇ ୩୦ ହଜାର କରି ଦିଆଯିବ।

ପିଏମ୍ ଷ୍ଟ୍ରୀଟ ଭେଣ୍ଡର ଆତ୍ମନିଭର ନିଧି(ପିଏମ୍-ସ୍ବନିଧି) ଷ୍ଟ୍ରୀଟ ଭେଣ୍ଡରଙ୍କୁ ସୁଭଲ ମୂଲ୍ୟରେ ଋଣ ପ୍ରଦାନ କରିବା ପାଇଁ ଏବ ବିଶେଷ ସୁବିଧା ରଖିଛି। ଏହି କାର୍ଡରେ ସୁଧହାର ମଧ୍ୟ ଖୁବ୍ କମ୍ ରହିଛି। ଯାହାକି ୨ ଜୁଲାଇ ୨୦୨୦ ରେ କୋଭିଡ୍-୧୯ ମହାମାରୀ ବେଳେ ଆରମ୍ଭ ହୋଇଥିଲା। ଲକଡାଉନ୍ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଛୋଟ ଛୋଟ ଦୋକାନୀଙ୍କୁ ନିଜର କାରବାର ଆରମ୍ଭ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ସଡକରେ ଠେଲା କିମ୍ବା ଷ୍ଟଲ, ଫଳ, ପରିବା ବିକ୍ରି, ଲଣ୍ଡ୍ରି ସେବା ଦେବା, ସେଲୁନ ଚଲାଇବା ଓ ପାନ ଦୋକାନ ପାଇଁ ପିଏମ୍ ସ୍ବନିଧି ଅନୁସାରେ ଲୋନ୍‌ ନେଇପାରିବେ। ଠିକ୍ ସମୟରେ ଲୋନ୍ ସୁଝିଲେ ଅତିରିକ୍ତ ଲାଭ ମଧ୍ୟ ମିଳିବ। ଏହି ଲୋନ୍ ନେବାପରେ କୌଣସି ଗ୍ୟାରେଣ୍ଟି ମଧ୍ୟ ଦରକାର ପଡେନି। ଲୋନ୍‌ର ମାସିକ କିସ୍ତି ଦେବାକୁ ପଡେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.