ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବିଧାୟକ ପ୍ରକାଶ ବେହେରାଙ୍କ ‘ଆସନ୍ତୁ ଚାଲିବା’ ପଦଯାତ୍ରା: ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ସାମ୍ନାରେ ରଖିବାକୁ କରୁଛନ୍ତି ପଦଯାତ୍ରା

ସାଲେପୁର,୨୯/୧:  ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ  ‘ଆସନ୍ତୁ ଚାଲିବା’  ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରା ପୀର ବଜାର ଛକରୁ ଆରମ୍ଭ ହୋଇ ସାଲେପୁର ପର୍ଯ୍ୟନ୍ତ ଯିବ।ଏହି ଶୋଭାଯାତ୍ରାରେ ସବୁ ବର୍ଗର ବ୍ୟକ୍ତି ବିଶେଷ, ଛାତ୍ର୍ରଛାତ୍ରୀ ସାମିଲ ଅଛନ୍ତି।ସାଲେପୁରର ବିକାଶରେ ସବୁ ବର୍ଗର ବ୍ୟକ୍ତି ସାମିଲ ହେବାକୁ ଏଭଳି ରାଲିର ଆୟୋଜନ କରାଯାଇଛି ବୋଲି ପ୍ରକାଶ ବେହେରା କହିଛନ୍ତି।

{"id":1586}

ସାଲେପୁର  ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ । ସାଲେପୁରରୁ ହିଁ ସେ ନିର୍ବାଚନ ଲଢିବେ। ଲୋକଙ୍କ ସମର୍ଥନ ତାଙ୍କ ସହ ରହିଛି, ଦଳ ବଡ କଥା ନୁହେଁ ବୋଲି ସେ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.