PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ : ବିଜେପିରେ ମିଶିଲେ ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇ
  • ||
  • ଚୌଦ୍ୱାର : ୧୬୨ ପେଟି କଫସିରଫ ଜବତ, ୨ ଗିରଫ
  • ||
  • ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଖସିଗଲା ମାଓ ନେତା ଅନମୋଲ
  • ||
  • ଭୁବନେଶ୍ଵର : ୨୦୨୦ ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ କୋଭିଡ୍‌ରେ ମରିଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ, ଫାଇଲିନ୍ ବାତ୍ୟାରେ ହୋଇଛି ସର୍ବାଧିକ କ୍ଷତି
  • ||
  • ଭୁବନେଶ୍ଵର : ରାଜ୍ୟରେ ୫୫୧୫ଟି ଅଛି ପଡ଼ା ଗାଁ, ୬୬୫ ଗାଁକୁ ମିଳିଛି ରାଜସ୍ଵ ମାନ୍ୟତା
  • ||

ବିଧାୟକ ପ୍ରକାଶ ବେହେରାଙ୍କ ‘ଆସନ୍ତୁ ଚାଲିବା’ ପଦଯାତ୍ରା: ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ସାମ୍ନାରେ ରଖିବାକୁ କରୁଛନ୍ତି ପଦଯାତ୍ରା

ସାଲେପୁର,୨୯/୧:  ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ  ‘ଆସନ୍ତୁ ଚାଲିବା’  ଶୋଭାଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରା ପୀର ବଜାର ଛକରୁ ଆରମ୍ଭ ହୋଇ ସାଲେପୁର ପର୍ଯ୍ୟନ୍ତ ଯିବ।ଏହି ଶୋଭାଯାତ୍ରାରେ ସବୁ ବର୍ଗର ବ୍ୟକ୍ତି ବିଶେଷ, ଛାତ୍ର୍ରଛାତ୍ରୀ ସାମିଲ ଅଛନ୍ତି।ସାଲେପୁରର ବିକାଶରେ ସବୁ ବର୍ଗର ବ୍ୟକ୍ତି ସାମିଲ ହେବାକୁ ଏଭଳି ରାଲିର ଆୟୋଜନ କରାଯାଇଛି ବୋଲି ପ୍ରକାଶ ବେହେରା କହିଛନ୍ତି।

ସାଲେପୁର  ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ । ସାଲେପୁରରୁ ହିଁ ସେ ନିର୍ବାଚନ ଲଢିବେ। ଲୋକଙ୍କ ସମର୍ଥନ ତାଙ୍କ ସହ ରହିଛି, ଦଳ ବଡ କଥା ନୁହେଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର