ଆଜି ମିଳିବ ସୁଭଦ୍ରା ଟଙ୍କା
ମୋ ଖୁସି ପାଇଁ କେତେ ତ୍ୟାଗ କରୁଛ। ପରିବାର ଜଞ୍ଜାଳ ହସି ହସି ମୁଣ୍ଡେଇ ଚାଲିଛ। ସତରେ ତୁମେ ମହାନ !!
ହାପି ମହିଳା ଦିବସ.... ଇସ୍ ଥ୍ୟାଙ୍କ ୟୁ !!
କିନ୍ତୁ ସିଧା କଥା !! ତମେ ଯେତେ ତେଲ ମାରିଲେ ବି ସୁଭଦ୍ରା ଟଙ୍କାରୁ ଟଙ୍କାଟିଏ ଦେବିନି...