ବଦଳିଲା ‘ପ୍ରମେୟ’ ଠିକଣା

ନୂଆ କାର୍ଯ୍ୟାଳୟକୁ ଫିତା କାଟି ଉଦ୍‌ଘାଟନ କରୁଛନ୍ତି ସୁମା ରିଅଲ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ନିର୍ଦ୍ଦେଶିକା ଶାଶ୍ୱତୀ ଦାସ

ନୂଆ କାର୍ଯ୍ୟାଳୟର 

​​​​​​​

‘ପ୍ରମେୟ’ର ନୂଆ ମୁଖ୍ୟ କାର୍ଯ୍ୟାଳୟ ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ସିଇଓ ସୁନୀଲ ଦାସ, ଗ୍ରୁପ ନିର୍ଦ୍ଦେଶକ (ସେଲ୍ସ ଓ ମାର୍କେଟିଂ) ହିମାଂଶୁ ହୋତା, ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ଡିଜିଏମ୍‌ (ପ୍ରସାର) ଗଜେନ୍ଦ୍ର ଦାସ ପ୍ରମୁଖ ।