ଫଟୋ -କାର୍ତ୍ତିକ ସେନାପତି, ପୁରୀ 

ଝୁଲି ଝୁଲି ଆସୁଛିରେ ଚକା ନୟନ

ଝୁଲି ଝୁଲି ଆସୁଛନ୍ତି ହଳଧର

ଝଟକିଲା କଳା ଶ୍ରୀମୁଖ

ସ୍ନାନବେଦୀରେ ଶ୍ରୀଜିଉ

ମହାପ୍ରଭୁଙ୍କ ଜଳବିଜେ

ଆଳତୀ ବେଳେ ଲିଭିଗଲା ଦୀପ

ଛେରା ପହଁରା କରୁଛନ୍ତି ଗଜପତି

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

​​​​​​​