ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

‘ପୁଷ୍ପା ୨’ବକ୍ସ ଅଫିସ , ଜାଣନ୍ତୁ ୭୫ଦିନରେ ଓ୍ବାର୍ଲ୍ଡଓ୍ବାଇଡ୍ କଲେକ୍ସନ…

Published By : Prameya | February 18, 2025 9:20 PM

ମୁମ୍ବାଇ, ୧୮/୨ :   ଅଲ୍ଲୁ ଅର୍ଜୁନ ଷ୍ଟାରର ଫିଲ୍ମ ‘ପୁଷ୍ପା ୨’ ଏବେ ପର୍ଯ୍ୟନ୍ତ ବକ୍ସ ଅଫିସରେ ନିଜର ଋଲ୍ କରୁଛି । ଫିଲ୍ମ ୫ଡିସେମ୍ବର ୨୦୨୪ରେ ଓ୍ବାର୍ଲ୍ଡଓ୍ବାଇଡ୍ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବହୁ ପସନ୍ଦ କରିଥିଲେ ଏବଂ ଏହା ବକ୍ସ ଅଫିସରେ ବ୍ଲକବ‌ଷ୍ଟର ସାବ୍ୟସ୍ତ ହୋଇଥିଲା । ଏ‌ବେ ରିଲିଜର ୭୫ଦିନ ପରେ ମେକର୍ସ ‘ପୁଷ୍ପା ୨’ର ଲାଇଫଟାଇମ୍ ଓ୍ବାର୍ଲ୍ଡଓ୍ବାଇଡ୍ କଲେକ୍ସନ କରିଛନ୍ତି ।

‘ପୁଷ୍ପା ୨’ ଓ୍ବାର୍ଲ୍ଡଓ୍ବାଇଡ୍ ବକ୍ସ ଅଫିସରେ ଭଲ କଲେକ୍ସନ କରିଛି ଏବଂ ଭାରତର ଦ୍ବିତୀୟ ସବୁଠାରୁ ଅଧିକ କଲେକ୍ସନ କରିଥିବା ଫିଲ୍ମ ହୋଇଯାଇଛି । ୧୮୭୧କୋଟି ଟଙ୍କାର ଲାଇଫଟାଇମ୍ କଲେକ୍ସନ ସହ ‘ପୁଷ୍ପା ୨’ ବାହୁବଳୀ ୨(୧୭୮୮.୦୬କୋଟି)ର ଓ୍ବାର୍ଲ୍ଡଓ୍ବାଇଡ୍ କଲେକ୍ସନକୁ ମାତ୍ ଦେଇଛି । ମାତ୍ର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ଅମିର ଖାନଙ୍କ ଦଙ୍ଗଲ (୨୧୨୨.୩କୋଟି)କୁ ଟକ୍କର ଦେବାରୁ ବଞ୍ଚିତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.