କଟକ (ଫଟୋ ଅମର-ଆନନ୍ଦ): କୃଷିଭିତ୍ତିକ  ପର୍ବ "ରଜ' ସହରରେ   ଗାଁ ପରିବେଶ ସୃଷ୍ଟି କରିଛି ।  ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ  ହୋଇଛି ରଜ ମହୋତ୍ସବ । ଏହି ଅବସରରେ  ଦୋଳି ଖେଳଠୁ ଆରମ୍ଭ କରି ପିଠା, ଝୋଟି, ପୁଚି  ଖେଳ  ଭଳି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ  କରାଯାଇଛି । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ  କରାଯାଇଛି । ସହରବାସୀ ବେଶ୍‌ ଉତ୍ସାହର  ସହ ଏକାଠି ହୋଇ ଏହାକୁ ପାଳିଛନ୍ତି ।  

 

​​​​​​​