ପୁରୀ,୩୧/୦୫: ଚଳିତ ବର୍ଷ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଅନୁମୋଦନ ତଥା ବିଶେଷ ଭାବେ ସ୍ନାନଯାତ୍ର, ରଥଯାତ୍ରା ଓ ବାହୁଡ଼ା ଯାତ୍ର ବ୍ୟବସ୍ଥାବଳୀ ଅନୁମୋଦନ ନିମନ୍ତେ ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ରଥଯାତ୍ରା ପ୍ରସ୍ତୁତି ବୈଠକ ରବିବାର ଅପରାହ୍ଣ ସାଢ଼େ ୪ଟାରେ ନୀଳାଦ୍ରି ଭକ୍ତ ନିବାସରେ ହେବ ବୋଲି ଜଣାପଡ଼ିଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ରହିଥିବା ବେଳେ ତାଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ବିଷୟ ଆଲୋଚନା ହେବାକୁ ସ୍ଥିର ହୋଇଛି।
ଅଧିକ ପଢ଼ନ୍ତୁ :- Loot News: ଘର ଆଗରୁ ଲୁଟି ନେଲେ ଗ୍ରୋସରୀ ଭର୍ତ୍ତି ପିକଅପ୍ ଭ୍ୟାନ୍, ଭାଙ୍ଗିଦେଲେ ଦୋକାନରେ ଲାଗିଥିବା ସିସିଟିଭ କ୍ୟାମେରା
ଅଧିକ ପଢ଼ନ୍ତୁ :- ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର