ପ୍ରମୂଖ ଖବର
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆଇପିଏଲରେ ରେକର୍ଡ଼ କରିବେ ଭୁବନେଶ୍ବର କୁମାର, ଜାଣନ୍ତୁ କିଭଳି...

Published By : Gurupada Nath | April 3, 2025 6:36 PM

ମୁମ୍ବାଇ, ୩/୪ :   ‘ସ୍ବିଂଗର କିଙ୍ଗ୍‘ ନାଁରେ ପ୍ରସିଦ୍ଧ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆଇପିଏଲ୍ ୨୦୨୫ରେ ଆରସିବି ଟିମର ଭାଗିଦାରୀ ଅଟନ୍ତି । ଭୁବି ଆଇପିଏଲରେ ଇତିହାସ ରଚିବାକୁ କେବଳ ଗୋଟିଏ ଓ୍ବିକେଟ ଦୂରରେ ଅଛନ୍ତି । କେବଳ ଗୋଟିଏ ଓ୍ବିକେଟ ନେଲେ ସେ ଆଇପିଏଲରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ଦ୍ରୁତ ବୋଲର ହୋଇଯିବେ । 

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଏହି ଦ୍ରୁତ ବୋଲର ବୁଧବାର ଆଇପିଏଲରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ଦ୍ରୁତ ବୋଲରରେ ସଂଯୁକ୍ତ ରୂପରେ ଶୀର୍ଷରେ ପହଞ୍ଚି ଯାଇଛନ୍ତି । ଏବେ ଇଭେନ ବ୍ରାବୀ ଏବଂ ଭୁବନେଶ୍ବର କୁମାରଙ୍କ ନାଁରେ ୧୮୩-୧୮୩ଓ୍ବିକେଟ ଅଛି । ଏବେ ଗୋଟିଏ ଓ୍ବିକେଟ ନେଇ ଭୁବି ଆଇପିଏଲରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ଦ୍ରୁତ ବୋଲର ହୋଇଯିବେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.