PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଆପଣଙ୍କ ଶରୀର କୁଣ୍ଡେଇ ହେଉଛି କି? ଜାଣନ୍ତୁ ଏହାର କାରଣ ଓ ଉପାୟ

ନୂଆଦିଲ୍ଲୀ ୦୪/୧୦: କିଛି ଲୋକଙ୍କ ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ଯେଉଁ କାରଣରୁ ପାଗ ବଦଳିବା ମାତ୍ରେ ଚର୍ମରେ କୁଣ୍ଡେଇ ହେବା, ଜଳିବା ଏବଂ ଶୁଷ୍କତା ଭଳି ସମସ୍ୟା ଦେଖାଦିଏ। କିଛି ଲୋକଙ୍କର ଏହି ସମୟ ମଧ୍ୟରେ ଶରୀରରେ ବହୁତ ଜଳା ପୋଡା ଏବଂ କୁଣ୍ଡେଇ ହୁଏ। ତେବେ ଏହି ଚର୍ମ ସମସ୍ୟା ପଛର କାରଣ କ’ଣ ଏବଂ ଏହାର ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା…

Don't Ignore Allergies and Itchiness

ଶରୀର କଣ୍ଡେଇ ହେବାର କାରଣ :

-ୟୁରଟାରିଆର ମୁଖ୍ୟ କାରଣ ହେଉଛି ରକ୍ତର ଅଶୁଦ୍ଧତା ଏବଂ ହରମୋନାଲ ପରିବର୍ତ୍ତନ। ଏହା ଏକ ଆଲର୍ଜି ପ୍ରତିକ୍ରିୟା ରୋଗ ଯାହା ହାଇଭସ୍ ଏବଂ ୟୁରଟାରିଆ ଭାବରେ ଜଣାଶୁଣା। ଏଥିରେ ଶରୀର କୁଣ୍ଡେଇ ହେବା ସହିତ ଲାଲ ରଙ୍ଗର ଦାଗ ଦେଖାଯାଏ।

-ବେଳେବେଳେ ଏହା ଔଷଧର ପ୍ରତିକ୍ରିୟା ଏବଂ ଅତ୍ୟଧିକ ଝାଳ ହେତୁ ମଧ୍ୟ ହୋଇଥାଏ। ପାଣି ସମସ୍ୟା ଯୋଗୁ ମଧ୍ୟ ଶରୀର କୁଣ୍ଡେଇ ହୋଇଥାଏ।

-ଏହି ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଅଦା ଖାଇପାରିବେ । ଏହା ବିଷାକ୍ତ ପଦାର୍ଥକୁ ବାହାର କରିବା ସହାୟକ ହୋଇଥାଏ। ମହୁ ଏବଂ ଅଦାକୁ ଦିନକୁ ୩ ରୁ ୪ ଥର ଖାଇପାରିବେ। ଆପଣଙ୍କୁ ଶୀଘ୍ର ମୁକ୍ତି ମିଳିବ।