ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ରିକି ପଣ୍ଟିଂ କଲେ ଭବିଷ୍ୟବାଣୀ, ଜାଣନ୍ତୁ ୨୦୨୫ରେ କେଉଁ ଖେଳାଳୀ ଅଧିକ ଟଙ୍କାରେ ହେବେ ବିକ୍ରି

Published By : Prameya | November 2, 2024 5:10 PM

ନୂଆଦିଲ୍ଲୀ,୨/୧୧ :  କ୍ରିକେଟ ପ୍ରିମିୟର ଲିଗ୍ ଅପେକ୍ଷାର ଶେଷ ହୋଇଯାଇଛି । ଆଇପିଏଲର ୧୮ତମ ସିଜନ ଲାଗି  ସବୁ ଟିମ୍ ନିଜ ରିଟେନଶନ ଲିଷ୍ଟ ଜାରି କରି ଦେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ୪ଖେଳାଳୀଙ୍କ ରିଟର୍ଣ୍ଣ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା କି ଫ୍ରାଞ୍ଚାଇଜ ନିଜ ଅଧିନାୟକ ଋଷଭ ପନ୍ତଙ୍କ ଚୟନ କରିନାହିଁ । ଯାହା ପରେ ଲୋକେ ବହୁ ଆଲୋଚନା କରିବାକୁ ଲାଗିଛନ୍ତି । 

ବହୁ ଆଲୋଚନା ପରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଋଷଭ ପନ୍ତଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ତାଙ୍କର କହିବା କଥା କି ଆଗାମୀ ଅକ୍ସନରେ ଋଷଭ ପନ୍ତ ସବୁଠାରୁ ମହଙ୍ଗା ଖେଳାଳୀ ହେବେ । ପ୍ରକାଶ ଯେ, ଋଷଭ ପନ୍ତ ପୂର୍ବ ୯ବର୍ଷରୁ ଦିଲ୍ଲୀ କ୍ୟାପିଟାଲ୍ସର ଟିମରେ ମୁଖ୍ୟ ଭୂମିକାରେ ଥିଲେ । ପ୍ରତିଷ୍ଠିତ ଲିଗରେ ସେ ପ୍ରଥମ ଥର ୨୦୧୬ରେ ଏଣ୍ଟ୍ରି କରିଥିଲେ । ସେବେଠାରୁ ସେ ଦିଲ୍ଲୀ ଲାଗି ଖେଳୁଛନ୍ତି । ମାତ୍ର ଏବେ ତାଙ୍କର ଡିସି ସହ ଯାତ୍ରା ଶେଷ ହୋଇଯାଇଛି । ଆଶା ଅଛି କି ଆଗାମୀ ସିଜନରେ ସେ କୌଣସି ନୂଆ ଟିମ୍ ତରଫରୁ ଖେଳୁଥିବା ନଜର ଆସିବେ । 

ସୂଚନାଯୋଗ୍ୟ ଯେ, ଋଷଭ ପନ୍ତଙ୍କ ଆଇପିଏଲ୍ କ୍ୟାରିୟର ଉପରେ ଯଦି ନଜର ପକାଇବା ସେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୧୧ମ୍ୟାଚ୍ ଖେଳିଛନ୍ତି । ଏହା ମଧ୍ୟରେ ତାଙ୍କ ବ୍ୟାଟରୁ ୧୧୦ପାଳିରେ ୩୫.୩୧ପ୍ରତିଶତରେ ୩୨୮୪ରନ୍ ବାହାର କରିଛନ୍ତି।  ଆଇପିଏଲରେ ତାଙ୍କ ନାମରେ ଗୋଟିଏ ଶତକ ଏବଂ ୧୮ଅର୍ଦ୍ଧଶତକ ରହିଛି । ସେ ୧୪୮.୯୩ର ଷ୍ଟ୍ରାଇକ ରେଟରେ ରନ୍ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.