PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଭିଡିଓ: ଇଣ୍ଡିଆ ଗେଟରୁ ଏକାଠି ବାହାରିଲେ ୭୦ ଏୟାଲ ଏନଫିଲ୍ଡ: ୧୮ ଦିନରେ ଯାତ୍ରା କରିବେ ୨୭୦୦ କି.ମି.

ନୂଆଦିଲ୍ଲୀ ୩/୭: ରୟାଲ ଏନଫିଲ୍ଡ ମୋଟର ସାଇକେଲକୁ ନେଇ ଯୁବପିଢିଙ୍କ ମଧ୍ୟରେ ସବୁବେଳେ କ୍ରେଜ୍ ରହିଥାଏ । ଅନେକ ସମୟରେ ରୟାନ ଏନଫିଲ୍ଡ ଦ୍ୱାରା ରୋଡ୍ ଟ୍ରିପ୍ସ ଆୟୋଜିତ ହୋଇଥାଏ । ସମସ୍ତେ ଏଥିରେ ସାମିଲ ହେବା ପାଇଁ ଇଛା କରିଥାନ୍ତି । ତେବେ ଓଡିସୀ(Royal Enfield Himalayan Odyssey)  ରୋଡ୍ ଟ୍ରିପ୍ ଆରମ୍ଭ ହୋଇସାରିଛି । ଏଥିରେ ୭୦ରୁ ଅଧିକ ରୟାଲ ଏନଫିଲ୍ଡ ମୋଟରସାଇକେଲ ଦିଲ୍ଲୀର ଇଣ୍ଡିଆ ଗେଟରୁ ଲଦାଖ ପାଇଁ ଯାତ୍ରା କରିଛନ୍ତି । ଲଦାଖର ଉମ୍ଲିଙ୍ଗଲା ପାଖରେ ବିଶ୍ୱର ସବୁଠାରୁ ଉଚ୍ଚ ମୋଟରେବଲ ରୋଡ୍ ରହିଛି ।

ଏହା ୧୮ତମ ରୟାଲ ଏନଫିଲ୍ଡ ହିମାଲୟ ଓଡିସୀ । ଏଥିରେ ରାଇଡର୍ସ ୧୮ ଦିନରେ ୨୭୦୦ କିଲୋମିଟର ଯାତ୍ରା କରିବେ । ଏଥିରେ ୨୦ ବର୍ଷରୁ ୬୫ ବର୍ଷ ବୟସ୍କ ରାଇଡର୍ସ ସାମିଲ ହୋଇଛନ୍ତି । ଏଥିରେ କ୍ଲାସିକ୍ ୩୫୦, ସ୍କ୍ରାମ୍ ୪୧୧, ହିମାଲୟନ, ମିଟିଓର ୩୫୦, ଇଣ୍ଟରସେପ୍ଟର ୬୫୦, କଣ୍ଟିନେଣ୍ଟାଲ ଜିଟି ୬୫୦ ଏବଂ ବୁଲେଟ ୩୫୦ ଭଳି ବାଇକ୍ସ ସାମିଲ ହୋଇଛନ୍ତି ।

ରୟାଲ ଏନଫିଲ୍ଡ ହିମାଲୟନ ଓଡିଶୀର ସମସ୍ତ ରାଇଡର୍ସ ଚଣ୍ଡୀଗଡ, ମନାଲି, ଜିପ୍ସା, ସାରଚୁ ଏବଂ ଲେହ ହୋଇ ୧୯,୦୨୪ ଫୁଟ ଉଚ୍ଚରେ ସ୍ଥିତ ଉମଲିଂ ଯିବେ । ଏହି ରାସ୍ତା ଅତି ରୋମାଞ୍ଚ ଭରା ହୋଇଥାଏ । ଲେହର ରୋଡ ଜର୍ଣ୍ଣିକୁ ସମସ୍ତେ ପ୍ରଶଂସା କରିଥାନ୍ତି । ଏହି ରାସ୍ତାରେ ଯାତ୍ରା କରିବା ପାଇଁ ଭୟ ସହିତ ଉତ୍ସାହ ମଧ୍ୟ ରହିଥାଏ । ରୟାଲ ଏନଫିଲ୍ଡର ଚିଫ୍ ବ୍ରାଣ୍ଡ ଅଫିସର ମୋହିତ ଧର ଜୁୟଲ ରୟାଲ ଏନଫିଲ୍ଡ ହିମାଲୟନ ଓଡିସୀକୁ ଫ୍ଲାଗ ଅଫ୍ କରିଛନ୍ତି । ସେ ସମସ୍ତ ରାଇଡର୍ସଙ୍କୁ ଶୁଭକାମନା ଦେଇଛନ୍ତି ଏବଂ କହିଛନ୍ତି କି ଏନଭାୟରମେଣ୍ଟ ଫ୍ରେଣ୍ଡଲି ଟୁରିଜମକୁ ପ୍ରୋତ୍ସାହନ ଦେଇ #LeaveEveryPlaceBetterର ମେସେଜ ଦେଇଛନ୍ତି ।