ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବକେୟା, ନୋଟିସ୍ ପରେ କରୁନଥିଲେ ପଇଠ; ହୋଟେଲ୍ ସିଲ୍ କଲା ଆରଏସ୍‌ପି

Published By : Swapna Ray | July 3, 2025 1:06 PM

ରାଉରକେଲା, ୩।୭: ରାଉରକେଲାର ସେକ୍ଟର-୪ରେ ଥିବା ହୋଟେଲ ଲିଲାକୁ ଗୁରୁବାର ସିଲ୍ କରିଛି ଆରଏସ୍‌ପି । ଭଡ଼ା ବାବଦକୁ ହୋଟେଲ ମାଲିକ ଅରୁଣ ସିଂହ ୧ କୋଟି ଟଙ୍କାରୁ ଅଧିକ ବକେୟା ରଖିବା ଏବଂ ଏହା ସହିତ ଆରଏସପି ସହର ସେବା ବିଭାଗର ବିନା ଅନୁମତିରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଭଡ଼ା ସୂତ୍ରରେ ହେବା ଅଭିଯୋଗ ହୋଇଥିଲା । ବକେୟା ଭଡ଼ା ନ ଦେବାରୁ ଆରଏସପି ପକ୍ଷରୁ ହୋଟେଲ ମାଲିକଙ୍କୁ ବାରମ୍ବାର ନୋଟିସ୍ ଦିଆଯାଇଥିଲା । ମାତ୍ର ନୋଟିସ୍‌ର ଉତ୍ତର ଦେଉନଥିଲେ ମାଲିକ । ଏନେଇ ପୂର୍ବରୁ ଆରଏସପି ପକ୍ଷରୁ ହୋଟେଲ ସିଲ୍ ଲାଗି ନୋଟିସ୍ ଜାରି କରାଯାଇଥିଲା । ଗୁରୁବାର ଦିନ ସେକ୍ଟର-୩ ପୁଲିସ ଉପସ୍ଥିତିରେ ଆରଏସ୍‌ପି ସହରସେବା ବିଭାଗ ପକ୍ଷରୁ ହୋଟେଲକୁ ସିଲ୍ କରାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.