ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ମା’ ହେଲେ ରୁବିନା, ଭିଡିଓ ପୋଷ୍ଟ କରି ଦେଖାଇଲେ ଝିଅର ଚେହେରା

ନୂଆଦିଲ୍ଲୀ ୧୯/୧୧: ଟିଭିର ଲୋକପ୍ରିୟ ଦମ୍ପତି ରୁବିନା ଦିଲୈକ୍ ଏବଂ ଅଭିନବ ଶୁକ୍ଲାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ପିତାମାତା ହୋଇଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଯେତେବେଳେ ରୁବିନାଙ୍କ ଗର୍ଭଧାରଣ ବିଷୟରେ କୌଣସି ଖବର ନଥିଲା ଏବଂ ଅଭିନେତ୍ରୀ କ୍ରମାଗତ ଭାବରେ କାମ କରୁଛନ୍ତି, ତେବେ ସେ ମା’ କିପରି ହେଲେ? ଏହି ଦୁଇଜଣ କଣ ପୂର୍ବରୁ ପିତାମାତା ହୋଇଥିଲେ? ନା ସେମାନେ ନିଜ ପିଲାକୁ ଦୁନିଆରୁ ଲୁଚାଇ ରଖିଥିଲେ।

{"id":495490,"sizeSlug":"full","linkDestination":"none"}

ରିପୋର୍ଟ ଅନୁଯାୟୀ, ରୁବିନା ଏବଂ ଅଭିନବ ପିତାମାତା ହୋଇଛନ୍ତି। ଦୁହେଁ ସୋସିଆଲ ମିଡିଆରେ ସୋସିଆଲ ଏହା ଘୋଷଣା କରିଛନ୍ତି। ରୁବିନା ଏକ ଭିଡିଓ ପୋଷ୍ଟ କରି ଫ୍ୟାନ୍ସଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି। ସେ ଏହି ଘୋଷଣା ସହିତ ତାଙ୍କ ଝିଅର ଚେହେରା ମଧ୍ୟ ସମସ୍ତଙ୍କୁ ଦେଖାଇଛନ୍ତି। କିନ୍ତୁ ରୁବିନା ଏହି ପିଲାଟିକୁ ଜନ୍ମ ଦେଇ ନାହାଁନ୍ତି।

wp:html
/wp:html

ବାସ୍ତବରେ, ଏହି ଷ୍ଟାର୍ ଦମ୍ପତି ଏକ ଝିଅର ଗଡ୍ ପ୍ୟାରେଣ୍ଟ୍‌ସ ହୋଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି। ଏହି ଭିଡିଓରେ ରୁବିନା ଏବଂ ଅଭିନବ ଏକ ଶିଶୁ କନ୍ୟା ଉପରେ ନିଜର ପ୍ରେମ ବ୍ୟକ୍ତ କରୁଥିବା ଦେଖାଯାଇଛି। ଅଭିନବ ପିଲାଟି ସହିତ ଖେଳୁଛନ୍ତି ଏବଂ ରୁବିନା ତାଙ୍କ ଫୋନରେ ଉଭୟଙ୍କ ଭିଡିଓ କରୁଥିବା ନଜର ଆସିଛନ୍ତି।

wp:html
/wp:html

ବର୍ତ୍ତମାନ ଦମ୍ପତିଙ୍କର ଏହି ପଦକ୍ଷେପରେ କିଛି ଲୋକ କନଫ୍ୟୁଜ୍ ହୋଇଯାଇଛନ୍ତି। ଆଉ କିଛି ସୋସିଆଲ ମିଡିଆ ୟୁଜର୍ସ ରୁବିନା ଏବଂ ଅଭିନବଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିବା ସହିତ ପିତାମାତା ହୋଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Copyright © 2022 - Summa Real Media Private Limited. All Rights Reserved.