PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବେଟିଂରେ ଟଙ୍କା ଲଗାଇ ଜୀବନ ହାରିଲେ ଶିକ୍ଷକ: ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ ୨୨।୭: ଆଇପିଏଲ ବେଟିଂରେ ଲକ୍ଷାଧିକ ଟଙ୍କା ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ବସି ଆତ୍ମହତ୍ୟାର ପନ୍ଥା ବାଛିନେଇଛନ୍ତି ଜଣେ ଶିକ୍ଷକ । ଗଞ୍ଜାମ କବିସୂର୍ଯ୍ୟନଗର ପୁରୁଷୋତ୍ତମପୁରରେ ଏପରି ଘଟଣା ସାମ୍ନାକୁ ଆସିଛି ।

ମୃତ ଶିକ୍ଷକ କବିସୂର୍ଯ୍ୟନଗର ଅଞ୍ଚଳର ଭାସ୍କର ରାଓ । ସେ ପୋଲସରା କଳମ୍ବ ସ୍କୁଲରେ ଶିକ୍ଷକ ଥିଲେ । ଆଜି କବିସୂର୍ଯ୍ୟନଗର- ନୂଆଗାଁ ରାସ୍ତା ନିକଟସ୍ଥ ଏକ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଲୋକଙ୍କ କହିବା କଥା ହେଲା ସେ ଆଇପିଏଲ ବେଟିଂରେ ଟଙ୍କା ହାରିବା ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ।  ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି।