PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ମଜାଳିଆ କ୍ୟାପସନ ସହ ଶାହରୁଖ ଖାନ ସେୟାର କଲେ ସାର୍ଟଲେସ୍‌ ଫଟୋ …

ମୁମ୍ୱାଇ : ଶାହରୁଖ ଖାନ ଲିଡ୍‌ ଆକ୍ଟର ଭାବେ ଶେଷ ଥର ପାଇଁ ୨୦୧୮ରେ ବଡ଼ ପରଦାରେ ନଜର ଆସିଥିଲେ। ମଝିରେ କିଛି ଫିଲ୍ମରେ କେମିଓ କରିବାର ଦେଖିବାକୁ ମିଳିଥିଲା। ଏଥିରେ ଆର୍‌ ମାଧବନଙ୍କର ରକେଟ୍ରୀ ଓ ରଣବୀର-ଆଲିଆଙ୍କର ବ୍ରହ୍ମାସ୍ତ୍ର  ଅଛି। ଆସନ୍ତା ବର୍ଷ ଶାହରୁଖ ଖାନ ଫିଲ୍ମ ହଲ୍‌ରେ ଦମଦାର ଭୂମିକାରେ ଫେରିବେ। ତାଙ୍କର ଗୋଟିଏ କି ଦୁଇଟି ନୁହେଁ ୩ଟି ଫିଲ୍ମ ରିଲିଜ୍‌ ହେବ ।

 ୨୦୨୩ର ପ୍ରାରମ୍ଭରେ ପଠାନ ଆସିବ। ୟଶରାଜ ବ୍ୟାନରର ଏହି ଫିଲ୍ମରେ ଶାହରୁଖଙ୍କ ସହ ଦୀପିକା ପାଦୁକୋଣ ଓ ଜନ୍‌ ଅବ୍ରାହମ୍‌ ମୁଖ୍ୟ ଭୂମିକାରେ ଅଛନ୍ତି । ଏବେ କିଙ୍ଗ୍‌ ଖାନ ପ୍ରଶଂସକଙ୍କୁ ଏକ ସରପ୍ରାଇଜ ଦେଇ ପଠାନରୁ ନିଜର ଏକ ଫଟୋ ସେୟାର କରିଛନ୍ତି ।

ଶାହରୁଖ ଖାନ ସାର୍ଟଲେସ୍‌ରେ ଅଛନ୍ତି । ସେ ଗ୍ରୀନ କଲରର ଟ୍ରାଉଜର ପିନ୍ଧିଛନ୍ତି । ସୋଫାରେ ବସିଥିବା ଶାହରୁଖ ନିଜର ସିକ୍ସ ପ୍ୟାକ୍‌ ଏବ୍ସ ଫ୍ଲାଣ୍ଟ କରୁଛନ୍ତି । ଏହା ତାଙ୍କର ପଠାନର ଲୁକ୍‌ । ଏହା ପୂର୍ବରୁ ମଧ୍ୟ ସେ ନିଜର ଏକ ସାର୍ଟଲେସ୍‌  ଫଟୋ ସେୟାର କରିସାରିଛନ୍ତି । ଟ୍ୱିଟରରେ ପୋଷ୍ଟ କରି ଶାହରୁଖ କହିଛନ୍ତି କି ସେ ମଧ୍ୟ ପଠାନର ସେତିକି ଅପେକ୍ଷା କରିଛନ୍ତି , ଯେତିକି ତାଙ୍କର ଫ୍ୟାନ୍‌ମାନେ କରିଛନ୍ତି ।