ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସାହିଦ ଆଫ୍ରିଦି କହିଲେ ଯୋଡ଼ି ଜନ୍ନତରେ ହୋଇଥାଏ, ଭାବି ଶ୍ବଶୁରଙ୍କ ଟୁଇଟର ଜବାବ ରଖିଲେ ଶାହିନ୍…

ନୂଆଦିଲ୍ଲୀ, ୦୮/ ୦୩: ଖୁବଶୀଘ୍ର ପାକିସ୍ତାନର ଷ୍ଟାର ପେସ୍‌ ବୋଲର ଶାହିନ ଆଫ‌୍ରିଦି ଓ ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ଜ୍ବାଇଁ-ଶ୍ବଶୁର ସମ୍ପର୍କରେ ବାନ୍ଧି ହେବାକୁ ଯାଉଛନ୍ତି। ଅର୍ଥାତ୍‌ ଶାହିନ ସାହିଦ ଆଫ୍ରିଦିଙ୍କ ଝିଅ ଅକ୍ସାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ସାହିଦ ଆଫ୍ରିଦି ଟୁଇଟ କରି ସୂଚନା ଦେଇଥିଲେ।

ସାହିତ ରବିବାର ଦିନ ଟୁଇଟି କରି କହିଥିଲେ ଯେ, ଶାହିନଙ୍କ ପରିବାର ଲୋକ ଔପଚାରିକତା ଭାବେ ମୋ ଝିଅ ସହିତ ଶାହିନର ବିବାହ କରିବା ପାଇଁ ସମ୍ପର୍କ କରିଥିଲେ। ଏବେ ଦୁଇ ପରିବାର ସମ୍ପର୍କରେ ଅଛୁ ବୋଲି ଆଫ‌୍ରିଦି ଲେଖିଥିଲେ। ଏଥିସହିତ ସେ ଆହୁରି ଲେଖିଥିଲେ ଯେ, ଯୋଡ଼ି ଜନତରେ ହୋଇଥାଏ। ଯଦି ଆଲ୍ଲା ଚାହିଁବେ ତେବେ ଦୁଇ ଜଣ ଏକାଠି ହେବେ। ଶାହିନଙ୍କୁ ମୋର ଶୁଭକାମନା। ସେ ମଇଦାନରେ ଭଲ ପ୍ରଦର୍ଶନ ଜାରି ରଖନ୍ତୁ।

wp:embed {"url":"https://twitter.com/iShaheenAfridi/status/1368542820005462017?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1368542820005462017%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.aajtak.in%2Fsports%2Fcricket%2Fphoto%2Fshaheen-afridi-thanks-shahid-afridi-for-acknowledging-success-on-and-off-the-field-tspo-1218774-2021-03-08","type":"rich","providerNameSlug":"twitter","responsive":true,"className":""}
https://twitter.com/iShaheenAfridi/status/1368542820005462017?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1368542820005462017%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Fsports%2Fcricket%2Fphoto%2Fshaheen-afridi-thanks-shahid-afridi-for-acknowledging-success-on-and-off-the-field-tspo-1218774-2021-03-08
/wp:embed

ସାହିଦ ଆଫ୍ରିଦିଙ୍କ ଟୁଇଟକୁ ରିଟୁଇଟ କରି ଶାହିନ ଶାହା ଆଫ୍ରିଦି ଲେଖିଛନ୍ତି ଯେ, ଲାଲା ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ। ଆଲ୍ଲା ସମସ୍ତଙ୍କ ପାଇଁ ସବୁ ସହଜ କରନ୍ତୁ। ଆପଣ ଦେଶର ଗୌରବ ଅଟନ୍ତି ବୋଲି ଶାହିନ ଟୁଇଟ କରି କହିଛନ୍ତି।

ସୂଚନାଥାଉକି, ଶାହିନ ସାହିଦ ଆଫ‌୍ରିଦିଙ୍କ ବଡ଼ ଝିଅ ଅକ୍ସାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅକ୍ସା ୨୦୦୧ ମସିହା ଡିସେମ୍ବର ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଅକ୍ସା ନିଜର ସୁନ୍ଦରତା କାରଣରୁ ସର୍ବଦା ଚର୍ଚ୍ଚାରେ ରୁହନ୍ତି।

Copyright © 2022 - Summa Real Media Private Limited. All Rights Reserved.