ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨୦୨୫ରେ ଏହି ରାଶିରେ ଆରମ୍ଭ ହେବ ଶନିଙ୍କ ସାଢେସାତି, ଜାଣନ୍ତୁ କେମିତି ରହିବ ପ୍ରଭାବ…

Published By : Ladu Kishor | December 5, 2024 6:53 PM

() ଆସନ୍ତାବର୍ଷ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ଶନି। ୩୦ ବର୍ଷ ପରେ ମାର୍ଚ୍ଚ ୨୦୨୫ରେ ଶନିଙ୍କ ଏହି ରାଶି ପରିବର୍ତ୍ତନ କୁମ୍ଭ ରାଶିରୁ ଗୁରୁଙ୍କ ରାଶି ମୀନକୁ ହେଉଛି। ଶନିଙ୍କ ଗୋଚରରୁ ଶନିଙ୍କ ସାଢେସାତି ଏବଂ ସ୍ଥିତି ପରିବର୍ତ୍ତନ ହେବ। ଆସନ୍ତାବର୍ଷ ମକର ରାଶିର ବ୍ୟକ୍ତି ଶନିଙ୍କ ସାଢେସାତିରୁ ମୁକ୍ତି ପାଇବେ ଏବଂ ମେଷ ରାଶିରେ ସାଢେସାତି ଆରମ୍ଭ ହେବ। ଏଭଳି ସ୍ଥଳରେ ସିଂହ ରାଶି ଉପରେ ଚଳନର ପ୍ରଭାବ ରହିବ। ଏବେ ଆସନ୍ତୁ ଜାଣିବା ମେଷ ରାଶିରେ ଶନିଙ୍କ ସାଢେସାତି ଆରମ୍ଭ ହେବା ଦ୍ବାରା ମେଷ ରାଶିରେ କିଭଳି ପ୍ରଭାବ ରହିବ…ଆଉ ଏହି ରାଶିଙ୍କୁ କେଉଁ ଉପାୟ ଅବଲମ୍ବନ କରିବାକୁ ପଡିବ…

ଆପଣଙ୍କୁ କହି ରଖୁଛୁ କି, ମେଷ ରାଶିରେ ଶନିଙ୍କ ସାଢେସାତି ମାର୍ଚ୍ଚରେ ଆରମ୍ଭ ହେବ ଏବଂ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି ଶନିଙ୍କ ସାଢେସାତି ତିନୋଟି ପର୍ଯ୍ୟାରେ ହୋଇଥାଏ । ପ୍ରଥମାରମ୍ଭ ସାଢେସାତି, ମଧ୍ୟମ ସାଢେସାତି ଏବଂ ଉତ୍ତରତି ସାଢେସାତି । ତିନୋଟି ପର୍ଯ୍ୟାୟରେ ଶନିଙ୍କ ସାଢେସାତି ଅଲଗା ଅଲଗା ହୋଇଥାଏ । ସାଢେସାତିରେ ମେଷରାଶି ଧାରକଙ୍କୁ ଚାକିରୀରେ ଅସୁବିଧା, ସ୍ବାସ୍ଥ୍ୟାବସ୍ଥାରେ ଅବନତି,ଧନହାନୀ ଆଦି କରାଇବେ ଶନି । ହଠାତ୍ ସମସ୍ୟା ଆସି ଆପଣଙ୍କୁ ଘେରିବ,ଆପଣଙ୍କ ବ୍ୟବହାର ନକରାତ୍ମକ ହେବାକୁ ଲାଗିବ, ଆପଣ ଚିଡଚିଡା ହେବେ, ମାନସିକ ସମସ୍ୟା ବି ହେବ। ମେଷ ରାଶି ଉପରେ ଶନିଙ୍କ ସାଢେସାତି ବର୍ଷ ୨୦୩୨ ପର୍ଯ୍ୟନ୍ତ ରହିବ । 

ଶନିଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ କିଛି ଉପାୟ କରାଯାଇଥାଏ । ଏହି ଦିନ ଶନିଙ୍କ ଶାନ୍ତି ପାଇଁ ସୋରିଷ ତେଲ ଦାନ କରନ୍ତୁ । ପିପଳି ଗଛ ମୁଳରେ ଦୀପ ଜଳାନ୍ତୁ । ଏହା ବ୍ୟତୀତ ଏକ ଢାଳରେ ସାମାନ୍ୟ ପାଣି ଏବଂ ଖୀର ମିଶାଇ ସେଥିରେ ଚାରି ଦାନା ଚିନି ରଖି ପିପଳି ଗଳ ମୁଳରେ ଢାଳନ୍ତୁ । ଏଥି ସହ ଘରେ ତିଆରି ପ୍ରଥମ ରୁଟିକୁ ଗାଇ କିମ୍ବା କୁକୁରକୁ ଖାଇବାକୁ ଦିଅନ୍ତୁ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.