ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଇପିଏଲ୍‌ ୨୦୨୫ର ମହଙ୍ଗା ଖେଳାଳି ଶ୍ରେୟସ୍‌ ଆୟର; ୨୬.୭୫ କୋଟିରେ କିଣିଲା ପଞ୍ଜାବ କିଙ୍ଗ୍‌ସ

Published By : Soubhagya Ranjan | November 24, 2024 4:43 PM

ନୂଆଦିଲ୍ଲୀ,୨୪/୧୧: ଶ୍ରେୟସ୍ ଆୟରଙ୍କୁ ପଞ୍ଜାବ କିଙ୍ଗସ୍ ୨୬.୭୫ କୋଟିରେ କିଣିଛି। ଏଥି ସହିତ ଶ୍ରେୟସ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି।ଏହାପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗର ସବୁଠାରୁ ଦାମୀ ଖେଳାଳି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଥିଲେ, ତାଙ୍କୁ ଆଇପିଏଲ ୨୦୨୪ ନିଲାମରେ କେକେଆର ୨୪.୭୫ କୋଟିରେ କିଣିଥିଲା। ମେଗା ନିଲାମୀରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଶ୍ରେୟସ୍ ଆୟରଙ୍କ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟଣାଓଟରା ଲାଗିଥିଲା।

ସେପଟେ ଅର୍ଶଦୀପ ସିଂଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ଥିଲା, କେକେଆର ତାଙ୍କ ଉପରେ ପ୍ରଥମେ ୯.୭୫ କୋଟିର ନିଲାମ ଡାକରା ଦେବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ପରେ ଗୋଟିଏ କୋଟି ଟଙ୍କାର ନିଲାମ ଡାକିଥିଲେ। ଶ୍ରେୟସ୍ ଆୟରଙ୍କ ଉପରେ ପ୍ରଥମେ ୧୫ କୋଟି, ତା’ପରେ ୨୦ କୋଟି ଏବଂ ପରେ ୨୫ କୋଟି ଟଙ୍କା ଅତିକ୍ରମ ନିଲାମ ମୂଲ୍ୟ ଅତିକ୍ରମ କରିଥିଲା। ତେବେ ଯେତେବେଳେ ପଞ୍ଜାବ ୨୬.୨୨୫ କୋଟି ଟଙ୍କାରେ ଟେଣ୍ଡର କଲା, ସେତେବେଳେ ଦିଲ୍ଲୀ ଦୀର୍ଘ ସମୟ ଧରି ଆଲୋଚନା ପରେ ୨୬.୫୦ କୋଟି ଟଙ୍କାର ନିଲାମ ଡାକି‌ଥିଲା। କିନ୍ତୁ ପଞ୍ଜାବ ଶେଷରେ ୨୬.୭୫ କୋଟି ଟଙ୍କାରେ ନିଲାମ ଡାକି  ଆୟରଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.