PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

କଂଗ୍ରେସ ନେତା କେସି ବେଣୁଗୋପାଳଙ୍କୁ ପଚରାଉଚାରା କଲା ସିବିଆଇ, ସୋଲାର ଦୁର୍ନୀତି ମାମଲାରେ ହୋଇଥିଲା ଏଫଆଇଆର

pic- internet

ନୂଆଦିଲ୍ଲୀ: ସୋଲାର ଦୁର୍ନୀତି ମାମଲାରେ କଂଗ୍ରେସ ନେତା କେସି ବେଣୁଗୋପାଳଙ୍କୁ ପଚରାଉଚାରା କରିଛି ସିବିଆଇ। କୁହାଯାଉଛି ଯେ କଂଗ୍ରେସ ନେତା ମଙ୍ଗଳବାର ସିବିଆଇ ନିକଟରେ ହାଜର ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଏହି ମାମଲା ୨୦୧୨-୧୩ ସମୟର କୁହାଯାଇଛି। ପୂର୍ବରୁ କ୍ରାଇମ ବ୍ରାଞ୍ଚ ଏହି ମାମଲାରେ ତଦନ୍ତ କରୁଥିଲା। ଏହାପରେ କେରଳର ପୂର୍ବ ଏଲଡିଏଫ ସରକାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।

ସିବିଆଇ କେରଳର ସନସନିଖେଜ ସୋଲାର ଘୋଟାଲାର ମୁଖ୍ୟ ଅଭିଯୁକ୍ତକୁ ଯୌନ ଉତ୍ପୀଡ଼ନ ଅଭିଯୋଗ ମାମଲାରେ କଂଗ୍ରେସ ସାଂସଦ ବେଣୁଗୋପାଳଙ୍କୁ ପଚରାଉଚାରା କରିଛି। ଏନେଇ ମାମଲା ସହ ଜଡ଼ିତ ଅଧିକାରୀ ସୂଚନା ଦେଇଛନ୍ତି। 

ସୂଚନା ଅନୁସାରେ, ଭିନ୍ନ ଭିନ୍ନ ୬ ଏଫଆଇଆରରେ ପୁଲିସ ବେଣୁଗୋପାଳ, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମନ ଚାଣ୍ଡି ଓ ଅନ୍ୟ ନେତାଙ୍କ ସମେତ ୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା।  ସିବିଆଇ ରାଜ୍ୟ ସରକାଙ୍କ ସୁପାରିଶରେ ନିଜ ହାତକୁ ମାମଲା ନେଇଥିଲା।   

ସମ୍ବନ୍ଧିତ ଖବର