ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ

Published By : Prameya | December 27, 2024 5:02 PM

ଗୁଣପୁର ,୨୭/୧୨ : ରାୟଗଡା ଜିଲ୍ଲା ଗୁଣପୁର ଥାନା ଡମ୍ବସରା ପୁଟ ସାହିରେ ଏକ ଘରୁ ଜଣଙ୍କର ମୃତ ଦେହ ଠାବ ହୋଇଛି । ମୃତ ଛାତ୍ର ଜଣଙ୍କ ନାମ ବିନୟ ଶବର । ତାଙ୍କ ଘର ପୁଟାସିଂ ଥାନା ରେଗିଡି ଗରଜାଙ୍ଗ ଗାଁରେ ବୋଲି ଜଣାପଡିଛି । ବିନୟ ଡମ୍ବସରା ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ପ୍ରଥମ ବର୍ଷ ଛାତ୍ର ବୋଲି ଜଣାପଡିଛି । ଡମ୍ବସରା ପୁଟ ସାହିରେ ଘର ଭଡାରେ ନେଇ ପାଠ ପଢୁଥିଲେ ।

କଲେଜ ଛୁଟି ହେବା ପରେ ଘରକୁ ଯାଇଥିଲେ ହେଲେ ଘରୁ ଆସି ଯାଇଥିଲେ । ବାରମ୍ବାର ଘରୁ ଫୋନ ଆସିଥିବା ବେଳେ ବିନୟ ଉଠାଇ ନଥିଲେ । ଫୋନ ନ ଉଠାଇ ବାରୁ ବାପା ମାଆ ଡମ୍ବସରାରେ ରହୁଥିବା ଭଡା ଘରକୁ ଆସିଥିଲେ । ପରେ କବାଟକୁ ମାରିଥିଲେ । କବାଟ ନ କାଢ଼ିବା ଯୋଗୁଁ ବାଡ଼ି ପଟେ ଯାଇ ଦେଖିଥିଲେ । ମାତ୍ର ବିନୟଙ୍କୁ ବାଡ଼ ପଟ ଘରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.