ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୧୪ଟି ପଞ୍ଚାୟତରେ ସୁଭଦ୍ରା ରାଲି ଅନୁଷ୍ଠିତ

Published By : Prameya | March 5, 2025 8:32 PM

ଚନ୍ଦାହାଣ୍ଡି,୫/୩ :  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସମ୍ମନୀତ ଶିଶୁ ବିଭାଗ ଅଧିକାରୀ ସୁଦର୍ଶନୀ ରଥଙ୍କ ତତ୍ତ୍ବାବଧାନରେ ଚନ୍ଦାହାଣ୍ଡି ବ୍ଲକ ସଦର ସମେତ ୧୪ଟି ପଞ୍ଚାୟତରେ ସମସ୍ତ ଅଙ୍ଗନୱାଡି କର୍ମୀ ଏସଏସଜି ଗ୍ରୁପ ଦ୍ୱାରା ସୁଭଦ୍ରା, ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରତି ପଞ୍ଚାୟତ ସଦରରେ ସୁଭଦ୍ରା ମା’ ମାନେ ଏକତ୍ରିତ ହେବା ସହ ପଞ୍ଚାୟତ ପରିକ୍ରମା କରିବା ସହ ହାତରେ ପ୍ଲାକାର୍ଡ଼ ଧରି ମହିଳା ସଶକ୍ତି କରଣ ଏବଂ ସ୍ୱାବଲମ୍ବୀ ହେବାକୁ ନେଇ ବିଭିନ୍ନ ନାରାବାଜି ଦେବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ  ମହିଳାଙ୍କ ପାଇଁ ପ୍ରଣିତ ସୁଭଦ୍ରା ଏବଂ ଲକ୍ଷପତି ଯୋଜନାକୁ ଉଚ୍ଚ ପ୍ରଶଂସା କରିଛନ୍ତି l 

ରାଲିରେ ଭାଗ ନେଇ ଥିବା ମା’ମାନେ ଋଣ ଆଣି କିଏ କେଉଁ ବ୍ୟବସାୟ ଏବଂ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ତାହା ମହିଳା ଏବଂ ଶିଶୁ ବିଭାଗ ଆଗରେ  ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ମିଶନ ଶକ୍ତି ମହାସଙ୍ଘର ଇସି ମେମ୍ବର, ଜିପି ଏଲ ମେମ୍ବରମାନଙ୍କ ସୁଭଦ୍ରା ରାଲିକୁ   ବିଶେଷ ଆନ୍ତରିକତା ଦେଖାଇ ନ ଥିବା ସହ  କେତୋଟି ପଞ୍ଚାୟତରେ ଭାଗ ନେଇ ନ ଥିବାରୁ ଏଠାରେ ତୀବ୍ର ଅସନ୍ତୋଷ୍ଟ ଦେଖାଦେଇଛି l ସୁଭଦ୍ରା, ଶୋଭାଯାତ୍ରାରେ ଅଙ୍ଗନୱାଡି ପରିଦର୍ଶୀକା  ଫୁଲସରା ଭତ୍ରା, ନନ୍ଧିନୀ ଶତପଥି, ସନ୍ଧ୍ୟାରାଣୀ ମହାକୁଡୁ, ବିଏସଏସଓ ଏଲିଜା ବେଥ ଗରଡ଼ା, ଦୀପ୍ତିରାଣୀ କୁଣ୍ଡୁ, ଗୀତାଞ୍ଜଳି ପଟ୍ଟନାୟକ ଏବଂ ସମସ୍ତ  କେନ୍ଦ୍ରର ଅଙ୍ଗନୱାଡ଼ି ଏବଂ ସହାୟିକାମାନେ ଉପସ୍ଥିତ ଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.