PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

କୃତ୍ରିମ ତ୍ୱଚାରୁ ମିଳିବ ସୁପରପାୱାର୍‌

କନେକ୍ଟିକଟ୍‌ ୟୁନିଭର୍ସିଟିର ବୈଜ୍ଞାନିକମାନେ କୃତ୍ରିମ ତ୍ୱଚା ପାଇଁ ଏକ ସେନ୍ସର ବିକାଶ କରିଛନ୍ତି, ଯାହା କେବଳ ପୋଡ଼ାର ଶିକାର ହୋଇଥବିା ବ୍ୟକ୍ତ ିଅଙ୍ଗରେ ସମ୍ବେଦନଶୀଳତା ଅନୁଭବ କରାଇବ ତାହା ନୁହେଁ, ଧ୍ୱନ ିତରଙ୍ଗ ଓ ଚୁମ୍ବକୀୟ କ୍ଷେତ୍ର ଚିହ୍ନଟ କରିବାରେ ବ୍ୟକ୍ତିକୁ ଶକ୍ତି ପ୍ରଦାନ କରିବ । ଚାପ, ଗରମ, ଥଣ୍ଡା ଏବଂ କମ୍ପନ ଆଦି ଅନୁଭବ କରିବା ଆମ ତ୍ୱଚାର ଏକ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା । ପୋଡ଼ାର ଶିକାର ହୋଇଥିବା, ପ୍ରୋସ୍ଥେଟିକ୍‌ ଅଙ୍ଗ ବ୍ୟବହାର କରୁଥିବା ଏବଂ ତ୍ୱଚାର ସମ୍ବେଦନଶୀଳତା ହରାଇଥିବା ବ୍ୟକ୍ତି ବାରମ୍ବାର ନିଜକୁ ଆଘାତ ଦେଇ ଜାଣିପାରନ୍ତି ନାହ ।ିଁ ଏହାକୁ ଦୃଷ୍ଟେିର ରଖ ିଗବେଷକମାନେ ଏହି ସେନ୍ସର ତିଆରି କରିଛନ୍ତି । ସିଲିକନ୍‌ ଟ୍ୟୁବ୍‌ର ଏହି ସେନ୍ସର୍‌କୁ କପର ତାରରେ ଗୁଡ଼ାଯାଇଛି । ଆଇରନ୍‌ ଅକ୍ସାଇଡ୍‌ର ସୂକ୍ଷ୍ମ କଣିକା ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ତରଳ ଏଥିରେ ଭର୍ତ୍ତି କରାଯାଇଛି । ଟ୍ୟୁବ୍‌ଟି ଯେତେବେଳେ କୌଣସି ଚାପ ସଂସ୍ପର୍ଶରେ ଆସେ, ସୂକ୍ଷ୍ମ କଣିକା ଗତିକରେ ଏବଂ ବୈଦ୍ୟୁତିକ ସଙ୍କେତ ପରିବର୍ତ୍ତନ ହୁଏ । ଧ୍ୱନି ତରଙ୍ଗ ମଧ୍ୟ ତରଙ୍ଗ ସୃଷ୍ଟିକରେ । ଏଥିସହ ବୈଦ୍ୟୁତିକ ସଙ୍କେତ ବିଭିନ୍ନ ଉପାୟରେ ପରିବର୍ତ୍ତନ ହୁଏ । ଚୁମ୍ବକୀୟ କ୍ଷେତ୍ର ସଙ୍କେତ ପରିବର୍ତ୍ତନ କରିଥିବା ମଧ୍ୟ ଗବେଷକମାନେ ନାହ ।ିଁ ଏହାକୁ ଦୃଷ୍ଟେିର ରଖ ିଗବେଷକମାନେ ଏହି ସେନ୍ସର ତିଆରି କରିଛନ୍ତି । ସିଲିକନ୍‌ ଟ୍ୟୁବ୍‌ର ଏହି ସେନ୍ସର୍‌କୁ କପର ତାରରେ ଗୁଡ଼ାଯାଇଛି । ଆଇରନ୍‌ ଅକ୍ସାଇଡ୍‌ର ସୂକ୍ଷ୍ମ କଣିକା ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ତରଳ ଏଥିରେ ଭର୍ତ୍ତି କରାଯାଇଛି । ଟ୍ୟୁବ୍‌ଟି ଯେତେବେଳେ କୌଣସି ଚାପ ସଂସ୍ପର୍ଶରେ ଆସେ, ସୂକ୍ଷ୍ମ କଣିକା ଗତିକରେ ଏବଂ ବୈଦ୍ୟୁତିକ ସଙ୍କେତ ପରିବର୍ତ୍ତନ ହୁଏ । ଧ୍ୱନି ତରଙ୍ଗ ମଧ୍ୟ ତରଙ୍ଗ ସୃଷ୍ଟିକରେ । ଏଥିସହ ବୈଦ୍ୟୁତିକ ସଙ୍କେତ ବିଭିନ୍ନ ଉପାୟରେ ପରିବର୍ତ୍ତନ ହୁଏ । ଚୁମ୍ବକୀୟ କ୍ଷେତ୍ର ସଙ୍କେତ ପରିବର୍ତ୍ତନ କରିଥିବା ମଧ୍ୟ ଗବେଷକମାନେ ଜାଣିବାକୁ ପାଇଛନ୍ତି ।