ବିଧାନସଭା ସଚିବାଳୟ ରିପୋଟର୍ସ ନିଯୁକ୍ତି ମାମଲା: ବାତିଲ୍ ଆଦେଶ ହାଇକୋର୍ଟରେ ଖାରଜ, ଆବେଦନକାରୀଙ୍କୁ ୪ ସପ୍ତାହ ମଧ୍ୟରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ
କଟକ,୦୭/୦୭: ଓଡ଼ିଶା ବିଧାନସଭା ସଚିବାଳୟ ରିପୋଟର୍ସ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତିକୁ ରଦ୍ଦ କରିବା ଆଦେଶକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି ।...