ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଯୁବକଙ୍କ ଆତ୍ମହତ୍ୟା ଘଟଣା: ନୂଆ କାର୍ଯ୍ୟାଳୟ ପ୍ରତିଷ୍ଠା ପରେ ପ୍ରାଣ ହରାଇଥିଲେ ୬ କିରାଣ, ଭୟରେ ରାତିରେ ରହୁନାହାନ୍ତି ଜଗୁଆଳି
କେନ୍ଦ୍ରାପଡ଼ା,୦୮/୦୬: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁକ୍ରବାର ଡେରାବିଶ ବ୍ଲକ୍ ରାଏତୁଣ୍ଡିର ଯୁବକ ଶ୍ରୀଚନ୍ଦନ ଦରାସଙ୍କ ମୃତଦେହ...