ନୂଆଦିଲ୍ଲୀ,୨୦/୬ : ୨୦୨୭ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ନୂତନ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି । ୨୦୨୨ବ...