ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ତପ୍ତପାଣି ଘାଟିରେ ଓଲଟିଲା ଆମ୍ବ ବୋଝେଇ ଟ୍ରକ୍, ୩ ଆହତ

ସାନଖେମୁଣ୍ଡି ୨୬/୦୫: ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଓଲଟିଲା ଆମ୍ବ ବୋଝେଇ ଟ୍ରକ୍। ଦୁର୍ଘଟଣାାରେ ତିନି ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ରେଢ଼ାଖୋଲର ଉମେଶ ଚନ୍ଦ୍ର ଦେଓ, ଝାରସୁଗୁଡାର ଅଜୟ କୁମାର ସାହୁ ଓ କଂସାମାରିର କେ.ମନୋରଞ୍ଜନ। ଗଜପତି ଜିଲ୍ଲା ଶିଙ୍କୁଳିପଦରରୁ ଝାରସୁଗୁଡ଼ା ଅଭିମୁଖେ ଟ୍ରକ୍ ଯାଉଥିବା ବେଳେ ତପ୍ତପାଟି ଘାଟି ଦୁର୍ଘଟଣା ଘଟିଛି। ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି।

Copyright © 2022 - Summa Real Media Private Limited. All Rights Reserved.