ଭୁବନେଶ୍ବର,୧୧।୧୨ : ଶେଷ ହେଲା ବିଧାନସଭା ଶୀତ ଅଧିବେଶନ। ୧୬ ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ।
ବିଧାନସଭା ଶୀତକାଳୀନ ଅଧିବେଶନରେ ୧୨ ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ବଜେଟ ପାରିତ ହୋଇଛି । ସେହିପରି ୨ ଟି ସରକାରୀ ବିଲ ପାରିତ ସହ ୧୦ ଟି ବେସରକାରୀ ବିଲ ମଧ୍ୟ ଆଗତ ହୋଇଛି।