କଟକ,୨୨।୧୨ : ମହାନଦୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ। ଯୁବକ ଜଣଙ୍କ ହେଲେ ବିଡାନାସୀ ଅଞ୍ଚଳର କବି ନାୟକ (୧୯) । ଶନିବାର ବିଳମ୍ବିତ ରାତିରେ ଚହଟା ନିକଟରୁ ମହାନଦୀ ରେ ନିଖୋଜ ଥିଲେ। ଅଗ୍ନିଶମ ଓ ଓଡ୍ରାଫ ବାହିନୀ ସର୍ଚ୍ଚ ଅପରେସନ କରି ମୃତ ଦେହ ଉଦ୍ଧାର କରିଛନ୍ତି।