PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଜେଲରେ ଥିବା ସମୟରେ ନିଜ ଓକିଲଙ୍କ ପ୍ରେମରେ ପଡ଼ିଯାଇଥିଲେ ଏହି ଖେଳାଳୀ, ଦୁହେଁ ଏବେ…

ପ୍ରେମ କେତେବେଳେ କାହା ସହିତ ବି ହୋଇପାରେ ଏହି କଥା କେହି କହିପାରିବେ ନାହିଁ। ଏହା ଭଗବାନଙ୍କର ସୃଷ୍ଟି ବୋଲି କେହି କେହି କହିଥାନ୍ତି। ଆଜି ଆମେ କହିବାକୁ ଯାଉଛୁ ସେହି କ୍ରିକେଟରଙ୍କ ସମ୍ପର୍କରେ। ଯିଏ ଜେଲରେ ଭିତରେ ହିଁ ନିଜ ଓକିଲଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ସେ ଆଉ କେହି ନୁହନ୍ତି ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର।

ମହମ୍ମଦ ଆମିରଙ୍କୁ ସବୁଠୁ ଭୟାନକ ବୋଲର ବୋଲି କୁହାଯାଏ। ଏମିତିକି ମହମ୍ମଦ ଆମିରଙ୍କ ସାମ୍ନାରେ ଆଚ୍ଛା ଆଛ୍ଛା ବୋଲର ବି ଆଣ୍ଠୁ ମୋଡ଼ି ପଡ଼ିଯାଆନ୍ତି। ତେବେ ୨୦୦୯ ମସିହାରେ ସ୍ପଟ ଫିକ୍ସିରେ ମହମ୍ମଦ ଆମିରଙ୍କ ନାଁ ଆସିଥିଲା। ଯେଉଁ କାରଣରୁ ତାଙ୍କ ଉପରେ ୫ବର୍ଷ ପାଇଁ କଟକଣା ଲଗାଇ ଦିଆଯାଇଥିଲା।

ସ୍ପଟ ଫିକ୍ସିରେ ଫସିବା ପରେ ତାଙ୍କୁ ବ୍ରିଟେନ ଜେଲରେ ରଖାଯାଇଥିଲା। ସେହି ସମୟରେ ମହମ୍ମଦ ଆମିରଙ୍କ କେସକୁ ପାକିସ୍ତାନ ଓକିଲ ନର୍ଜିସ ଖାତୁନ ଲଢ଼ୁଥିଲେ। ଇତି ମଧ୍ୟରେ ମହମ୍ମଦ ଆମିର ଓ ନର୍ଜିସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

ତାହା ଏମିତି ସେମିତି ପ୍ରେମ ନଥିଲା। ଜେଲରୁ ବାହାରିବା ପରେ ମହମ୍ମଦ ଆମିର ନର୍ଜିସଙ୍କୁ ଡିସେମ୍ବର ୨୨ରେ ଲାହୋରଠାରେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର