ପ୍ରମୂଖ ଖବର
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଯୁଦ୍ଧ ସ୍ଥିତିକୁ ଦେଖି ରାଜ୍ୟରେ ପ୍ରସ୍ତୁତି, କେନ୍ଦ୍ର ସରକାରଙ୍କ ସଂସ୍ଥାପନର ସୁରକ୍ଷା ବଢ଼ାଯାଇଛି : ରାଜସ୍ବ ମନ୍ତ୍ରୀ

Published By : Prameya | May 9, 2025 4:18 PM

ଭୁବନେଶ୍ବର,୯।୫ : ଯୁଦ୍ଧ ସ୍ଥିତିକୁ ଦେଖି ରାଜ୍ୟ ସରକାର ପ୍ରସ୍ତୁତି ବଢ଼େଇଛନ୍ତି। ମୁଖ୍ୟ ଶାସନ ସଚିବ ଏବଂ ଡିଜିଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆଲୋଚନା କରିଛନ୍ତି। ରାଜ୍ୟରେ ଯେଉଁଠିଁ ସବୁ କେନ୍ଦ୍ର ସରକାରଙ୍କ ସଂସ୍ଥାପନ ଅଛି। ଉକ୍ତ ସ୍ଥାନରେ ସୁରକ୍ଷା ବଢ଼ାଯାଇଛି। ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଯାଞ୍ଚ ଏବଂ ସୁରକ୍ଷା କଡାକଡି କରାଯାଇଛି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.