PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଫିଲ୍ମ ଷ୍ଟାଇଲରେ ଗାଈର ଜୀବନ ବଞ୍ଚାଇଲେ ଟ୍ରକ୍ ଡ୍ରାଇଭର, ଭିଡିଓ ଭାଇରାଲ

source:khabar.ndtv.com

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟ୍ରକ୍ ଡ୍ରାଇଭର୍ ଫିଲ୍ମ ଷ୍ଟାଇଲରେ ଏକ ଗାଈର ଜୀବନ ରକ୍ଷା କରୁଛନ୍ତି । ଭିଡିଓଟି ହେଉଛି ଗୁଜରାତର ଜୁନାଗଡର ଏକ ସ୍ଥାନରେ ଯେଉଁଠି ଏପରି ଘଟଣା ଘଟିଛି । ଘଟଣାର ସିସିଟିଭି ଫୁଟେଜ ବାହାରକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି କୌଣସି ଏକ ଫିଲ୍ମର ସିନଠୁ କମ୍ ନୁହେଁ ।

ଜୁନାଗଡ-ମେନଦରଦା ରୋଡରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ସାମ୍ନାକୁ ଅଚାନକ ଆସିଯାଇଥିଲା ଏକ ଗାଈ । ତେବେ ଗାଈକୁ ବଞ୍ଚାଇବା ପାଇଁ ଡ୍ରାଇଭର ଜଣକ ହଠାତ୍ ବ୍ରେକ୍ ମାରିଥିଲେ । ବ୍ରେକ୍ ମାରିବା ପରେ ଗାଈର ଜୀବନ ବଞ୍ଚିଯାଇଥିଲା କିନ୍ତୁ ଟ୍ରକଟି ୧୮୦ ଡିଗ୍ରୀରେ ବୁଲିଯାଇଥିଲା । ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ଏହି ସିନ୍ ।

ସମ୍ବନ୍ଧିତ ଖବର