ପ୍ରମୁଖ ଖବର
  • ନିଳାଦ୍ରୀ ବିହାର ଏଟିଏମ୍‌ ଛକରେ ବୋମାମାଡ, ବିଳମ୍ବିତ ରାତି କାର୍‌କୁ ବୋମା ଫିଙ୍ଗି ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ
  • ||
  • ଏ ବର୍ଷ ଗ୍ରୀଷ୍ମ ଲହରୀ ଲମ୍ବିବ: ମାର୍ଚ୍ଚରୁ କଲବଲ କରିବ ଖରା, ଆକାଶରୁ ନିଆଁ ବର୍ଷିବ
  • ||

ଫିଲ୍ମ ଷ୍ଟାଇଲରେ ଗାଈର ଜୀବନ ବଞ୍ଚାଇଲେ ଟ୍ରକ୍ ଡ୍ରାଇଭର, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟ୍ରକ୍ ଡ୍ରାଇଭର୍ ଫିଲ୍ମ ଷ୍ଟାଇଲରେ ଏକ ଗାଈର ଜୀବନ ରକ୍ଷା କରୁଛନ୍ତି । ଭିଡିଓଟି ହେଉଛି ଗୁଜରାତର ଜୁନାଗଡର ଏକ ସ୍ଥାନରେ ଯେଉଁଠି ଏପରି ଘଟଣା ଘଟିଛି । ଘଟଣାର ସିସିଟିଭି ଫୁଟେଜ ବାହାରକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି କୌଣସି ଏକ ଫିଲ୍ମର ସିନଠୁ କମ୍ ନୁହେଁ ।

wp:html /wp:html

ଜୁନାଗଡ-ମେନଦରଦା ରୋଡରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ସାମ୍ନାକୁ ଅଚାନକ ଆସିଯାଇଥିଲା ଏକ ଗାଈ । ତେବେ ଗାଈକୁ ବଞ୍ଚାଇବା ପାଇଁ ଡ୍ରାଇଭର ଜଣକ ହଠାତ୍ ବ୍ରେକ୍ ମାରିଥିଲେ । ବ୍ରେକ୍ ମାରିବା ପରେ ଗାଈର ଜୀବନ ବଞ୍ଚିଯାଇଥିଲା କିନ୍ତୁ ଟ୍ରକଟି ୧୮୦ ଡିଗ୍ରୀରେ ବୁଲିଯାଇଥିଲା । ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ଏହି ସିନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.