PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ରଣବୀରଙ୍କ ପାଦ ଛୁଇଁଲେ ଫ୍ୟାନ୍, ଟ୍ରୋଲ୍ କଲେ ୟୁଜର୍ସ

ମୁମ୍ବାଇ ୯/୬: ରଣବୀର କପୁର ଏବେ ବାରାଣାସୀରେ ଆଲିଆ ଭଟ୍ଟଙ୍କ ସହିତ ଆୟନ ମୁଖର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଛନ୍ତି । ରଣବୀର କପୁର ଏହି ସ୍ପେଶାଲ ସେଡ୍ଯୁଲକୁ ପୁରା କରିବା ପାଇଁ ପ୍ରାୟ ୨୦ ଦିନ  ପାଇଁ ଏହି ସହରରେ ରହିବେ । ତେବେ ନିକଟରେ ଇଣ୍ଟରନେଟରେ ବାରାଣାସୀରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଫଳରେ ରଣବୀର କପୁର ଟ୍ରୋଲର ଶିକାର ହେଉଛନ୍ତି ।

View this post on Instagram

Fan meet with #ranbirkapoor ❤

A post shared by Viral Bhayani (@viralbhayani) on

ଏହି ଭିଡିଓଟି ଏକ ଇନଷ୍ଟାଗ୍ରାମ ପେଜ ସେୟାର କରିଛି । ଯେଉଁଥିରେ ରଣବୀର କପୁରଙ୍କ ତାଙ୍କ ଫ୍ୟାନ୍ ତାଙ୍କ ପାଦ ଛୁଉଥିବା ନଜର ଆସୁଛି । ଅବଶ୍ୟ ଏହା କୌଣସି ବଲିଉଡ ଷ୍ଟାରର୍ସଙ୍କ ପାଇଁ କିଛି ନୂଆ କଥା ନୁହେଁ । କିନ୍ତୁ ରଣବୀରଙ୍କ ଏହି ପାଦ ଛୁଇଁବା କଥାଟା ଲୋକଙ୍କୁ ପସନ୍ଦ ଆସୁନାହିଁ । ଯାହା ଫଳରେ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବାରେ ଲାଗିପଡିଛନ୍ତି ।

ଭିଡିଓରେ ରଣବୀର ଦେଖାଯାଉଛନ୍ତି । ଏହି ସମସୟରେ ତାଙ୍କର ଜଣେ ଫ୍ଯାନ୍ସ ତାଙ୍କ ନିକଟକୁ ଆସୁଛନ୍ତି ଆଉ ତାଙ୍କ ପାଦ ଛୁଉଁଛନ୍ତି । କେବଳ ଏତିକି ନୁହେଁ ଫ୍ୟାନ୍ ଜଣକ ତାଙ୍କ ପାଇଁ ଚକୋଲେଟ୍ ଓ ଗିଫ୍ଟ ମଧ୍ଯ ଆଣିଛନ୍ତି । କିନ୍ତୁ ଏହି କଥାଟା ୟୁଜର୍ସଙ୍କୁ ପସନ୍ଦ ଆସୁନାହିଁ । କେତେଜଣ କମେଣ୍ଟ ଦେଇଛନ୍ତି ଯେ ତୁମେ ଅଭିନେତା, ଭଗବାନ ନୁହେଁ ।

ତେବେ ରଣବୀର ଏହି ଭିଡିଓ ଫଳରେ ଟ୍ରୋଲ୍ ହେଉଛନ୍ତି କିନ୍ତୁ ଏମିତି ଲାଗୁଛି ଯେ ରଣବୀର ନିଜ ଫ୍ୟାନଙ୍କ ପାଇଁ ବହୁତ ଇମୋଶନାଲ୍  ଥିଲେ । ସେ ବ୍ଯକ୍ତିଗତ ରୂପେ ଫ୍ଯାନଙ୍କୁ ଦେଖା କରିବା ପାଇଁ ହୋଟେଲ୍ ରୁମ୍ ତଳକୁ ଆସିଥିଲେ । କହିରଖୁଛୁ ରଣବୀର ନିଜ ଆଗାମୀ  ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ତାଙ୍କ ସହିତ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବେ ।

ସମ୍ବନ୍ଧିତ ଖବର